STORYMIRROR

satya suraj muduli

Inspirational Children

3  

satya suraj muduli

Inspirational Children

କରୋନା ସତର୍କ

କରୋନା ସତର୍କ

1 min
276

ଗୁହାରି ଶୁଣ ପ୍ରଭୁ ଜଗନ୍ନାଥ 

କର ଜଗତକୁ କରୋନାରୁ ମୁକ୍ତ 

ରହିବା ଜଦି ଆମେ ସଫାସୁତୁର

ଡର ନଥାନ୍ତା କରୋନାକୁ ଆମର

 ଯଦି ମାନିବା କରୋନା ସତର୍କ 

ଦେଶର ଉନ୍ନତି ହେବ ବହୁତ 

ତେଣୁ ଆମେ ଆଜି ଶପଥ ନେବା 

କରୋନାକୁ ଆମେ ଦୂରେଇ ଦେବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational