STORYMIRROR

Satyajit Sahu

Inspirational

3  

Satyajit Sahu

Inspirational

କହିବି କାହାକୁ

କହିବି କାହାକୁ

1 min
157

ଏମିତି କିଛି କଥା ଅଛି

କହିବି କାହାକୁ ଶୁଣିବ କିଏ

ସଭିଏଁ ଶଢନ୍ତି ନିଜର ଦୁଃଖରେ

ସବୁଠୁଁ ବିଚିତ୍ର ସଂସାର ଇଏ।


ଅନ୍ୟର ଭୁଲ୍ କୁ ବାଛନ୍ତି ଅନେକ

ନିଜ ଦୋଷ ତ୍ରୁଟି ଦେଖନ୍ତି ନାହିଁ

ସଜ ମାଚ୍ଛେ ପୋକ ପକାଇ ଦିଅନ୍ତି

ଦେଖାଇ ଥାଆନ୍ତି ନିଜ ବଡ଼ାଇ।


କୁଆ ଉଡିଗଲେ ଛୁଆ ଉଡିଗଲା

କହିଥାନ୍ତି ଘର ବାହାରେ ବୁଲି

ଆଜି କହିଥିବା ନିଜର କଥାକୁ

କାଲି କି ସେ ଯାଇ ଥାଆନ୍ତି ଭୁଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational