STORYMIRROR

Litarani Pradhan

Inspirational Others

1  

Litarani Pradhan

Inspirational Others

ଜୀବନ

ଜୀବନ

1 min
2.6K


ଦୁଃଖ ତ ଆମର ଅତି ଆପଣାର

ସୁଖ ଏଠି ପରଦେଶୀ

ଜିଇଥିବା ଯାଏଁ ସବୁ ଦୁଃଖ ସହି

ବଞ୍ଚିଯିବା ହସିହସି।

ଜୀବନେ ଯେତେକ ସୁଖ ଦୁଃଖ ଆସେ

ସବୁତ ଆମରି ପାଇଁ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Litarani Pradhan

ଜୀବନ

ଜୀବନ

1 min ପଢ଼ନ୍ତୁ

Similar oriya poem from Inspirational