STORYMIRROR

Priyabrata Sethi

Abstract

2  

Priyabrata Sethi

Abstract

ଜୀବନ ରେ ଜୀବନ...

ଜୀବନ ରେ ଜୀବନ...

1 min
319

ଜୀବନ ରେ ଜୀବନ ତୁ

ଏତେ ନିଷ୍ଠୁର କାହିଁକି କହ ହେଉଛୁ

ଓଠରେ ମୋର ତୁ ହସ ଦେଉଛୁ

ହେଲେ ହସିଲା ବେଳକୁ ମୁଁ

ତୁ ସମ୍ଭାଳି ପାରୁଣୁ ବୋଧେ

ପୁଣି ଆଖିରେ ଲୁହ ଦେଉଛୁ,

ମତେ ଏତେ ଭଲ ଅଭିନୟ କରି ଆସେନି ରେ

ତୁ କଣ ଜାଣିନୁ

ତଥାପି ମତେ ତୁ କଳାକାର ଭାବୁଛୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract