STORYMIRROR

Mana Gobinda Swain

Inspirational

2  

Mana Gobinda Swain

Inspirational

ହେଲମେଟ୍

ହେଲମେଟ୍

1 min
14.8K


ହେଲମେଟ୍ ପିନ୍ଧି ଯାତ୍ରା

କର ସଦା ସଫଳ

ଯାତ୍ରାର ଶୁଭ ସଙ୍କେତ

ସଭିଏଁଙ୍କ ମଙ୍ଗଳ

ହେଲମେଟ୍ ର ମହତ୍ତ

ଜନ ବୁଝି ସମସ୍ତ

ହେଲମେଟ୍ ପିନ୍ଧି କରି

ହୁଅ ସଦା ଅଭ୍ୟସ୍ତ

ହେଲମେଟ୍ ଦିଏ ଶାନ୍ତି

ଯାତ୍ରା ପଥ ମୁକତି

ଧିରେ ଧିରେ ଯାତ୍ରା କର

ଶୁଭ ହେଉ ଅଗ୍ରଗତି


(ମାନଗୋବିନ୍ଦ ସ୍ୱାଇଁ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mana Gobinda Swain

Similar oriya poem from Inspirational