ଦର୍ପଣ
ଦର୍ପଣ
ପ୍ରେମ ହେଲା ପୁରୁଣା, ମୁଁ ତ ଭିକ୍ଷୁ ଧନ ର .
ଧର୍ମ ଲାଗିଲା କଳଙ୍କି, ମୁଁ ତ ବାସନାର ବନ୍ଦୀ ..
ଶାନ୍ତି ଚାହାନ୍ତି କାପୁରୁଷ, ବାହୁ ବଳରେ କରେ ମୁଁ ଅତ୍ୟାଚାର .
ସେବା ମନୋଭାବ ଯେ ଦେଖାଣିଆ, ଡିଣ୍ଡିମ ବଜାଏ ମୁଁ ସ୍ଵାର୍ଥପରତାର ..
ବାସ ଥରେ ଥରେ କାହିଁ ଆଖି ଟା ଓଦା ହୋଇଯାଏ ଆଉ ଥରେ ଥରେ କୋହ ଆତ୍ମାରେ ରହିଯାଏ .
ମୁଁ ଯଦି ମୁଁ, ନିଶ୍ଚେ ଏଇ ନିଛକ ସତ୍ୟ ମୋର ଆଓ ଆମ ସମସ୍ତଙ୍କର, ଏ ନୁହେଁ ଦୁଃସ୍ବପ୍ନ ...
