STORYMIRROR

Bansidhar Behera

Inspirational

5.0  

Bansidhar Behera

Inspirational

ଦିବ୍ୟାଙ୍ଗ

ଦିବ୍ୟାଙ୍ଗ

1 min
12.8K



କିଏ ଏଠି ଗରିବ ତ କିଏ ଏଠି ଧନୀ

କିଏ ଏଠି ରୋଗୀ ତ କିଏ ଏଠି ଭୋଗୀ

କିଏ ଏଠି ମୂର୍ଖ ତ କିଏ ଏଠି ଜ୍ଞାନୀ

କିଏ ଏଠି ସାଧ।ରଣ ତ କିଏ ଏଠି ଦିବ୍ୟାଙ୍ଗ

ଏସବୁ ଭାବିଲାବେଳକୁ ମୋର ମୁଣ୍ଡ

ହୋଇଯାଏ ଗୋୋଳମାଳିଆ

ହାଏ ହାଏରେ ବିିିଧାତା

ତୋର ଏକି ଲୀଳାଖେଳା।।୧।।


ସାଧ।ରଣ ପିଲାଟିଏ ନାଚିକୁଦି

ମନକୁ ଆନନ୍ଦିତ କରେ ହସି ହସିିକା,

ଚଳନ ବାଧିତ ପିଲାଟି ପାଇଁ ଏସବୁ

ହୋଇଯାଏ ସତେ ଯେପରି ମରୀଚିକା

ସେ ମନେ ମନେ ଭାବୁୁୁଥାଏ

ମୋର ଥାଆନ୍ତା କି ଭଲ ଗୋଡ଼ -୨ଥର

ମୁଁ ବି ନାଚିକୁୁୁଦି ଖେଳିବୁଲି

ହୋଇଥାଆନ୍ତି ଧଅଡ଼ପଅଡ଼

ଏସବୁ ଭାବି ଭାବି ତାର ଆଖିହୁୁୁଏ ଛଳଛଳ।

ହାଏ ହାଏରେ ବିଧ।ତା ତୋର ଏକି ଲୀଳ।ଖେଳା(୨)


ସାଧାରଣ ପିଲାଟିଏ ଶୁଣିପାରେ

ମନ ମଉଜିଆ ଗୀତ,ଗପ,କଥାମାନ

ଶ୍ରବଣବାଧିତ ପିଲାଟି ପାଇଁ

ହୋଇଯାଏ ଏସବୁ ଘୋର ଅପମାନ

ସେ ମନେମନେ ଭାବୁୁୁଥାଏ

ମୋର ଥାଆନ୍ତାକି ଭଲ କାନ

ମୁଁ ବି ଶୁଣି ପାରିିିଥାନ୍ତି ମନ ମଉଜିଆ

ଗପ ଗୀତ କଥା ମାନ -୨ଥର

ଏସବୁ ଭାବିିିଭାବି ତାର ଆଖି ହୁଏ ଢଳଢ଼ଳ।

ହାଏ ହାଏରେ ବିିିଧ।ତା ତୋର ଏକି ଲୀଳାଖେଳା(୩)


ସାଧ।ରଣ ପିଲାଟିଏ ଏହି ପୃଥିବୀର

ସୌନ୍ଦର୍ଯ୍ୟର ରହସ୍ୟକୁ କରିପାରେ ଭେଦ

ଦୃୃଷ୍ଟିବାଧିତ ପିଲାଟି ବୁଝିପାରେନା

ଅନ୍ଧାର ଆଲୋକର ପ୍ରଭେଦ

ସେ ମନେ ମନେ ଭାବୁଥାଏ

ମୋର ଥାଆନ୍ତାକି ଭଲ ଆଖି-୨ଥର

ମୁଁ ବି ଏହି ପୃୃୃଥିବୀର ଶୋଭ।ରାଶୀକୁ

ଦେଖି ଥାଆନ୍ତି ପରଖି ପରଖି

ଏସବୁ ଭାବିିିଭାବି ତାର ମନ ଦୁଃଖ ହୁଏ ସବୁବେଳା

ହାଏ ହାଏରେ ବିିିଧ।ତା ତୋର ଏକି ଲୀଳାଖେଳା(୪)


ହେ ଦିବ୍ୟାଙ୍ଗ ଜାତି ତୁମେ ଭାବ ନାହିଁ

ନିଜକୁ ଏତେ ଛୋଟ

ତୁମ ମଧ୍ୟରେ ଲୁୁୁଚି ରହିଛି

କରି ଦେଖାଇବାକୁ କିଛି ବିରାଟ

ତୁମେ କଣ ଜାଣି ନାହଁ ତୁମ ଜାତିର

ଭୀମଭୋଇ ହେଲେନ କରିିିଯାଇଛନ୍ତି

ଦୁଃସାଧ୍ୟ କାର୍ଯ୍ୟ

ତୁମେ ବି ତାଙ୍କଠାରୁ ପ୍ରେରଣା ପାଇ

କରିବ ଅସମ୍ଭବ କାର୍ଯ୍ୟ

ଆଜି ସାଧନା ଓ ଉଦ୍ୟମ ବଳେ

ପଙ୍ଗୁ ଲଙ୍ଘିିିଛି ଗିରିପଥ

ତେଣୁ ତୁଚ୍ଛ ଭାବ ନାହିଁ

ହେବ ତୁମେ

ସାଧ।ରଣଙ୍କ ସମକକ୍ଷ

ସାଧ।ରଣଙ୍କ ସମକକ୍ଷ

ସାଧ।ରଣଙ୍କ ସମକକ୍ଷ

************

ସମାପ୍ତ


ବଂଶୀଧର ବେହେରା

ଶିିିକ୍ଷକ

ପି.ୟୁ.ପି.ଏସ କେ.ସାମମନ୍ତରାପୁୁର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bansidhar Behera

Similar oriya poem from Inspirational