STORYMIRROR

Srikant Goutam Nayak

Children

3  

Srikant Goutam Nayak

Children

ବସିଥିଲି ଗଛ ଡାଳେ

ବସିଥିଲି ଗଛ ଡାଳେ

1 min
1.1K

ବସିଥିଲି ଗଛଡାଳେ

         ପତ୍ର ପଡୁଥିଲା ତଳେ,

ଅସହାୟ ହୋଇ ଭାଳେ

         ଫଳ ବାଜେ କାନମୂଳେ,

ଓହ୍ଲାଇବି କେତେବେଳେ

          ଭାଲୁ ବସିଅଛି ତଳେ,

ତଳେ ବସି ହୁଙ୍କା ଖୋଳେ

          ଲାଗେ ମାରିବ ତା କୋଳେ,

ବଂଚିି ଯାଇପାରେ କାଳେ

           ଫଳ ପକାଇଲି ତଳେ,

ଭାଲୁ ଅନାଇ ସଅଳେ

           ବସେ ଆସି ଗଛ ମୂୂୂଳେ,

ପଡିଗଲି ଭାଲୁ କୋଳେ

           ଭାଲୁ ମରିଗଲା ବଳେ ||

                      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children