Sandhyarani Dash
Abstract
ଅବ୍ୟକ୍ତ ଭାବନା ମୋ
କାହା ପାଖେ ବ୍ୟକ୍ତ କରିବି?
ଜୀବନର ଚଲାପଥରେ
ପାରିଲିନି ପାଇ
ଏକ ଯୋଗ୍ୟ ସାଥୀଟିିଏ
ପଥ ହୁଡା ପଥିକ ମୁଁ
କିିିିଏ ମୋତେ ଶିଖେଇବ ଚାଲିିଵା
ଜୀବନର ଅଙ୍କାବଙ୍କା
କୁୁୁଟୀଳ ରାସ୍ତାରେ...
ଭାବନା
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ହଳୁଆ ଗୀତର ସୁର ଶୁଭୁଅଛି ନଦୀ ଗାଡ଼ିଆକୁ ଡେଇଁ ମନରେ ଉତ୍ସାହ ଦେହରେ ଶକତି ସପନ ପୂରଣ ପାଇଁ । ମାଟ ହଳୁଆ ଗୀତର ସୁର ଶୁଭୁଅଛି ନଦୀ ଗାଡ଼ିଆକୁ ଡେଇଁ ମନରେ ଉତ୍ସାହ ଦେହରେ ଶକତି ସପନ ପୂରଣ...
ନାରୀ ବିନା ଏ ସଂସାର ସ୍ଥାଣୁ ସମ ଅଚିରେ ଅଚଳ ହୁଏ, ତଥାପି କନ୍ୟାଟେ ଗର୍ଭରେ ରହିଲେ ନାରୀ ବିନା ଏ ସଂସାର ସ୍ଥାଣୁ ସମ ଅଚିରେ ଅଚଳ ହୁଏ, ତଥାପି କନ୍ୟାଟେ ଗର୍ଭରେ ରହିଲେ
ପ୍ରିୟା ପ୍ରୀତି ପରିଣୟ ପିତୃତ୍ବ ପ୍ରାଣେ ସମ୍ପର୍କ ଗଢି ଉଠଇ ଆପଣା ପଣେ ଆକାଶ ସହ ସମ୍ପର୍କ ପୃଥିବୀ ପ୍ରିୟା ପ୍ରୀତି ପରିଣୟ ପିତୃତ୍ବ ପ୍ରାଣେ ସମ୍ପର୍କ ଗଢି ଉଠଇ ଆପଣା ପଣେ ଆକାଶ ସହ ସମ୍ପ...
ପାଖରେ ନଥିଲେ ଟଙ୍କା ସଭିଙ୍କର ମୁହଁ ବଙ୍କା ମାତା ନିନ୍ଦା କରେ ପିତା ନିନ୍ଦା କରେ ଭାରିଜା ଗାଳିରେ ଜ ପାଖରେ ନଥିଲେ ଟଙ୍କା ସଭିଙ୍କର ମୁହଁ ବଙ୍କା ମାତା ନିନ୍ଦା କରେ ପିତା ନିନ୍ଦା କରେ ଭା...
ସାମ୍ପ୍ରତିକ ସମୟେ ଜୀବନର ମାନେ ନାହିଁ କିଛି ସବୁଥାଇ ବି ବଞ୍ଚିବାର ମୋହ କିଛି ନାହିଁ ଏଠି ଦଳିତ, ଅବହ ସାମ୍ପ୍ରତିକ ସମୟେ ଜୀବନର ମାନେ ନାହିଁ କିଛି ସବୁଥାଇ ବି ବଞ୍ଚିବାର ମୋହ କିଛି ନାହିଁ ଏଠି ...
ତୂର୍ଯ୍ୟ ନାଦ ଭରି କମ୍ପି ଉଠୁଥିବ ଏ ଦେଶର ବନଭୁଇଁ, କରିଯିବା କିଛି ନୂତନ ପ୍ରୟାସ ଜନନୀ ର ତୂର୍ଯ୍ୟ ନାଦ ଭରି କମ୍ପି ଉଠୁଥିବ ଏ ଦେଶର ବନଭୁଇଁ, କରିଯିବା କିଛି ନୂତନ ପ୍ରୟାସ ...
ତୁମ ପାଦେ ମୋର କୋଟି ନମସ୍କାର ଘେନାକର ଲକ୍ଷ୍ମୀକାନ୍ତ ଦୟାଦ୍ର ହୃଦୟେ ନିଜ ସୃଷ୍ଟି ନିଜେ ତୁମ ପାଦେ ମୋର କୋଟି ନମସ୍କାର ଘେନାକର ଲକ୍ଷ୍ମୀକାନ୍ତ ଦୟାଦ୍ର ହୃଦୟେ ନିଜ ସ...
ନଦୀରୁ ସାଗର ହେଲି ସେ ସାଗରେ ଢେଉ ଉଠେ ଅଥୟ ଅଧିର, ନଦୀରୁ ସାଗର ହେଲି ସେ ସାଗରେ ଢେଉ ଉଠେ ଅଥୟ ଅଧିର,
ନିଜକୁ ବହୁତ ଧିକ୍କାର କଲେ ମାତା ପାଦତଳେ ମଥା ପିଟିଲେ ।। ଦୟାମୟୀ କ୍ଷମା କର ବୋଲିଣ ମାଆ ପାଦ ନିଜକୁ ବହୁତ ଧିକ୍କାର କଲେ ମାତା ପାଦତଳେ ମଥା ପିଟିଲେ ।। ଦୟାମୟୀ କ୍ଷମା କର ବୋ...
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ