STORYMIRROR

Seema Samantray

Romance

3  

Seema Samantray

Romance

ଆଦ୍ୟ ପ୍ରଣୟ

ଆଦ୍ୟ ପ୍ରଣୟ

1 min
276


ମାନସରେ ମନ୍ଥି  ସଂଶୟ ସରାଗ

ଅରୁଣିତ ଅଭିସାର

କିଞ୍ଚିତେ କିଞ୍ଚିତେ  ପ୍ରଜ୍ବଳେ ବର୍ତ୍ତିକା

ପିପାସିତ ସନ୍ଧିସ୍ନାର।

ମୁଗଧ ତାରକା  ସ୍ତବ୍ଧ ବିଭାବରୀ

ସ୍ତବନୀୟ ପ୍ରାଣପ୍ରୀୟ

ଦିପ୍ତ ମନୋରଥ  ସ୍ଵୟଂ ଗୁଞ୍ଜନର

ସାଙ୍କେତିକ ଅଭିପ୍ରାୟ ।

ବିତର୍କିତ ଉଷା  ନିନ୍ଦିତ ଗୋଧୂଳି

ଅସଂଜତ ଅପରାହ୍ନ

ଅଦୃଶ୍ୟ ସ୍ପୁରଣେ  ବିଚ୍ଛୁରିତ ଲିପ୍ସା

ଅବଗୁଣ୍ଠିତରେ ସ୍ବପ୍ନ।

ସାତ୍ଵିକ ମାର୍ମିକ  ଅଧୁରା ଅବ୍ୟକ୍ତା

ପ୍ରସ୍ପୁଟିତ ଅନୁରାଗ

ଅନୁରକ୍ତ ପ୍ରାଣ  ବିଭୋରିତ ଲଗ୍ନ

ଉପାସିତ ପ୍ରୀତିମାର୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance