Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋ ମାତା ଓ ପିତା
ମୋ ମାତା ଓ ପିତା
★★★★★

© Ansuman Swain

Inspirational

1 Minutes   7.1K    13


Content Ranking

ତୁମରି ଆଖିରେ    ଦେଖୁଛି ଦୁନିଆଁ

    ତୁମେ ମୋ ଜନମ ଦାତା

ତୁମ ହାତ ଧରି     ଚାଲୁଅଛି ବାଟ

    ତୁମେ ମୋର ମାତା ପିତା ।

ତୁମ ହସ ଦେଖି    ହସୁଅଛି ମୁହିଁ

     ତୁମେ ଈଶ୍ୱର ,ପାର୍ବତୀ

ତୁମରି ଖୁସିରେ    ଖୁସୀ ହୋଇ ମୁହିଁ

     ପାଉଛି ଅନେକ ଶାନ୍ତି ।

ହସ, ଖୁସୀ ,ସ୍ନେହ   ଶ୍ରଦ୍ଧା ,ଭଲ ମନ୍ଦ

      ସବୁତ ତୁମରି ଦାନ

ଯେମିତି ଗଢିଛ     ହେ ମୋ ପିତା,ମାତା

      ଅଟେ ମୁଁ ତୁମ ସନ୍ତାନ ।

 ଅଂଶୁମାନ ସ୍ୱାଇଁ.

 ଓଡ଼ିଶା,କେନ୍ଦୁଝର୍ ।

ଜନମ ଈଶ୍ୱର ସନ୍ତାନ

Rate the content


Originality
Flow
Language
Cover design

Comments

Post


Some text some message..