କା'
କା'
ଦୁଃଖ ବୋଇତ ବାହିବ କେତେ
ସୁଖର ସଂସାରରେ,
ପୁଅ ଝିଅଙ୍କ ହସରେ ଖୋଜ
ଫୁଲର ପସରାରେ;
ନାତି ନାତୁଣୀ ସଙ୍ଗରେ ଖେଳ
ଶୈଶବର ଛୁଆଁ ,
କୁନି ଓଠର ହସରେ ଦେଖ
ଇଏ ତୁମରି କା'।।
ଦୁଃଖ ବୋଇତ ବାହିବ କେତେ
ସୁଖର ସଂସାରରେ,
ପୁଅ ଝିଅଙ୍କ ହସରେ ଖୋଜ
ଫୁଲର ପସରାରେ;
ନାତି ନାତୁଣୀ ସଙ୍ଗରେ ଖେଳ
ଶୈଶବର ଛୁଆଁ ,
କୁନି ଓଠର ହସରେ ଦେଖ
ଇଏ ତୁମରି କା'।।