Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୨୬୪
ଜୀବନ ଗୀତା-୨୬୪
★★★★★

© Geeta Sarangi

Abstract Others Inspirational

3 Minutes   128    6


Content Ranking

କେତେ କେତେ ଅନୁଭୂତିରେ

ଏ ଜୀବନ ଗଢା

କେତେ ପୁଣି କଥା କାହାଣୀ

ହେଉଥାଏ ଯୋଡା ॥୦॥

ଖଣ୍ଡଖଣ୍ଡ ସମୟର

ସୁମଧୁର ସଂକଳନ

ଖଟାମିଠା ମୁହୂର୍ତ୍ତର

କାରିଗରୀ ଏ ଜୀବନ

କେବେ ଘାସକଟା କରମେ

କେବେ ଚଢେ ଘୋଡା ॥୧॥

ନେନ୍ଥାନେନ୍ଥା ସପନର

ସମାହାର ଏ ଜୀବନ

ପେନ୍ଥାପେନ୍ଥା ପ୍ରେମଫୁଲ

ଫୁଟି ଦିଶଇ ରଂଗିନ

କେବେ ମଦଘଡା ଜୀବନ

ଶେଷେ ଗଡଗଡା ॥୨॥

ଜୀବନ ଅନୁଭୂତି କାହାଣୀ

Rate the content


Originality
Flow
Language
Cover design

Comments

Post

Some text some message..