Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Inspirational

2  

Titi Sarangi

Inspirational

ବନ୍ଧୁତ୍ବ

ବନ୍ଧୁତ୍ବ

1 min
6.7K


ବନ୍ଧୁତ୍ବର ମଧୁରତାରେ

ଏ ଜୀବନ ଭୁଲିଯାଏ

ଜୀବନର ବନ୍ଧୁରତାକୁ,

ତୁମ ସାଥେ ଚାଲୁଛି ମୁଁ

ପାଇ ସେହି କୋମଳତା

ବାଣ୍ଟି ମୋର ସୁଖ ଆଉ ଦୁଃଖକୁ ।

ସେଇଭଳି ଭାବ ଥାଉ

ଚିରକାଳ ସ୍ବପ୍ନ ମୋର

ବନ୍ଧୁତାର ଆମ ଏ ବନ୍ଧନ,

ଅସ୍ଥାୟୀ ଏ ସମୟରେ

ରହିଥାଉ ସ୍ମୃତି ହୋଇ

ଆମର ଏ ସ୍ଥାୟୀ ବନ୍ଧୁପଣ ।


Rate this content
Log in

Similar oriya poem from Inspirational