Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Inspirational

3  

Kamal Kumar Dash

Inspirational

ବିବାହ ବନ୍ଧନ

ବିବାହ ବନ୍ଧନ

1 min
323


ପରକୀୟା ପ୍ରୀତି ଦଣ୍ଡନୀୟ ନୁହେଁ

କହିଦେଲେ କୋର୍ଟ ବୋଲି

ଭାଙ୍ଗି ଯିବ ସବୁ ବିବାହ ବନ୍ଧନ

ମିଛ ସେ କଳ୍ପନା ଖାଲି (1)

ବିବାହ ବନ୍ଧନ ଖେଳନାଟେ ନୁହେଁ

ପଡିଲେ ଭାଙ୍ଗିବ ଖାଲି

ଭାଙ୍ଗିବ ନାହିଁରେ ମନର ବନ୍ଧନ

କୋର୍ଟ କହିଦେଲେ ବୋଲି (2)

ଯେଉଁ ସଂପର୍କରେ ପୀରତି ନଥାଏ

ତା ଭାଙ୍ଗିବା ସତ କଥା

ସମସ୍ତେ ଜାଣନ୍ତି ସବୁ ଅଭିନୟ

ଫେରିବାଟା ସତ କଥା (3)

ଜଣେ ଜଣ କଂର ମନ କଥା ବୁଝି

ଚାଲୁ ଥିଲେ ହାତ ଧରି

ଯନ୍ତ୍ରଣାରେ ଭରା ଜୀବନର ବାଟ

ହସି ହସି ଯାଏ ସରି (4)


Rate this content
Log in

Similar oriya poem from Inspirational