Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Abstract

5.0  

Sukanti Hotta

Abstract

ନାରୀ ନୁହେଁ ସେ ନାରାୟଣୀ

ନାରୀ ନୁହେଁ ସେ ନାରାୟଣୀ

1 min
362


ସୁଖ ଭୋଗ ବିଳାସକୁ ଜଳାଞ୍ଜଳି ଦେଇ

ପରିବାରର ଖୁସି ପାଇଁ ଅମୃତ ବିଷ ପିଇ

ଜୀବନ ଯୁଦ୍ଧରେ ଅସହ୍ୟ ଯନ୍ତ୍ରଣା ସହି

କେବେ ପ୍ରଶଂସା କେବେ ନିନ୍ଦା କୁ ନେଇ

ଆଖିର ଲୁହ ହୃଦୟର କୋହକୁ ପୋଛି

ଦେବୀ ମାନବି ଦାନବୀର ନାମ ନେଇ

ତିଳତିଳ କରି ନିଜକୁ ସମର୍ପଣ କରି

ସୁଯୋଗ୍ୟ ବୀର ସନ୍ତାନର ଜନନୀ ହୋଇ

ସିନ୍ଦୁର ହଳଦୀ ଶଙ୍ଖା ସ୍ୱାମୀ ପାଇଁ ପିନ୍ଧି

ବାର ବ୍ରତ ଉପବାସ ପୂଜା ପାଠ କରି

ପ୍ରୟାସ କରେ ସୁନ୍ଦର ସଂସାରକୁ ଗଢିବା ପାଇଁ

ନାରୀ ନୁହେଁ ସେ ନାରାୟଣୀ ଅମୃତ ମୟୀ l



Rate this content
Log in

Similar oriya poem from Abstract