Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ଧାର
ଅନ୍ଧାର
★★★★★

© Neelima Nivedita Behera

Inspirational

1 Minutes   7.0K    6


Content Ranking

ଭାଙ୍ଗି ଯିବ ଜାଣି ବି

ଗଢୁଥାଏ ବାଲିଘର

ମିଛଟିଏ ଜାଣି ବି

ବୁଣୁଥାଏ ସପନ।

ଆଶାକୁ କରୁଥାଏ ନିଜର

ସତ କେବଳ ମୃତ୍ୟୁର ବଣିକ

ଧୋକା ଦିଏନି ଯିଏ

ତା' ନାଁ ହେଲା ଅନ୍ଧାର । 

ଅନ୍ଧାର ବାଲିଘର ମୃତ୍ୟୁ

Rate the content


Originality
Flow
Language
Cover design

Comments

Post


Some text some message..