Subham Sahu

Inspirational

3.8  

Subham Sahu

Inspirational

Story Mirror

Story Mirror

1 min
199


ଆକାଶ ଓ ଟିକିନା ନାମରେ ଦୁଇଜଣ ଭାଇ ଓ ଭଉଣୀ ଥିଲେ | ଦୁଇଜଣ ପରସ୍ପର କୁ ଭାରି ଭଲ ପାଆନ୍ତି | ଜଣେ ଜଣକୁ ନ ଦେଖିଲେ ଗୋଟେ ମୁହୂର୍ତ୍ତ ବି ରହିପାରନ୍ତି ନାହିଁ | ଦିନେ ଆକାଶ ତା ଭଉଣୀ କୁ କହିଲା ଦିଦି ମତେ କବିତା କିପରି ଲେଖୁଛୁ ଶିଖେଇ ଦେ | ମୁଁ ବି ତୋ ପରି କବିତା ଓ କାହାଣୀ ଲେଖି STORY MIRROR ରେ post କରିବି | ଆକାଶ ର ଦିଦି କବିତା ଓ କାହାଣୀ ଲେଖିବାକୁ ଭାରି ଭଲ ପାଏ | ସେ ଆକାଶଠୁ ଏ କଥା ଶୁଣି ଭାରି ଖୁସି ହୋଇଗଲା | ସେ ଆକାଶ କୁ କବିତା କିପରି ପୋଷ୍ଟ କରାଯାଏ ତାହା ଶିଖେଇଦେଲା | ଆକାଶ ଭାରି ଖୁସି ହୋଇଗଲା | ସେ ଦିଦି କୁ ଉପହାର ସ୍ୱରୂପ ବାବା ଙ୍କୁ କହି ତା ପାଇଁ ନୁଆଁଡ୍ରେସ କିଣିଦେଲା | ପରିବାର ର ସମସ୍ତେ ଟିକିନାକୁ ପ୍ରଶଂସା କଲେ | ପାଖ ପଡୋଶୀ ମଧ୍ୟ ଟିକିନା କୁ ଭାରି ପ୍ରଶଂସା କଲେ | ଆବାଳ ବୃଦ୍ଧ ବନିତା ଙ୍କ ଦ୍ୱାରା ଟିକିନା ପ୍ରଶଂସିତ ହେଲା | ଗ୍ରାମର ସବୁଲୋକ ନିଜ ପିଲାମାନଙ୍କୁ ଟିକିନା ପାଖକୁ ପଠାଇଲେ | ସବୁ ପିଲାମାନେ କବିତା କିପରି ପୋଷ୍ଟ କରାଯାଏ ତାହା ଟିକିନାଠୁ ଶିଖିଲେ ଏବଂ ନିଜ ବଳକା ସମୟରେ ବିଭିନ୍ନ ପ୍ରକାର କବିତା ଓ କାହାଣୀ ଲେଖି story mirror ରେ ପୋଷ୍ଟ କଲେ |


Rate this content
Log in

More oriya story from Subham Sahu

Similar oriya story from Inspirational