STORYMIRROR

Rajesh Pattanaik

Inspirational

3  

Rajesh Pattanaik

Inspirational

ସମିଆ

ସମିଆ

2 mins
180

ଲକ୍ଡ଼ଉନ୍ ସମିଆ ଚାଲିଥାଏ ,ରାକେଶ ବାବୁ ଇସ୍କୁଲ୍ ଖୁଲିକରି ଅଫିସ୍ କାମ୍ କରୁଥାନ୍ , ହେତ୍ କି ବେଲ୍ କେ ତାଁକର୍ ଆଁଏଖ୍ ଝର୍କା ଵାହାରେ ପଡ଼୍ସି ଗୁଟେ ବାର ତେର ବଛରର୍ ପିଲା ଉପ୍ ରେ ପିଲାଟ। ପଢ଼ା ଵୟସେ ଛେଲ୍ ଗୁଡ଼ାଦୁ ଚରଉଛେ ।


ଠିକ୍ ହେତ୍ କି ଵେଲେ ରାକେଶ ବାବୁ ତାଁକର୍ ଛୁଆଵେଲର୍ କଥା ସୋର୍ ପକାସନ୍ ଆଏଜ୍ ଯିଏ ପାଠ୍ ପଢ଼ି କରି ମାଷ୍ଟର ଚାକ୍ ରି କରିଛନ୍ ଦିନ୍ ଥିଲା ଟଁକା ଅଭାଵ୍ ଥି ପାଠ୍ ପଢ଼ି ପାରୁନାଇଥାଇ । ସେ ସମିଆ କେ ସୋର୍ ପକାସନ୍, ଯେତେବେଲେ ତାଁକୁ ବାର ଵଛର୍ ହେଇଥିସି ତାଁକର୍ ବାପାକେ ଗୋଶାଲାନୁ ରାଉର୍ କେଲା transfer ହେଇଯାଏସି ଗୁଟେ ଡ଼ଏବର୍ ଚାକ୍ ରି କରୁଥିସନ୍ ତାଁକର୍ ବାପା transfer ଆରଦିନ ବାପାର୍ accident ହେଵାର୍ ଲାଗି ଆର୍ ତାଁକର୍ savings କିଛି ପାଖେ ନାଇଥାଏ କାରନ୍ଦର୍ ମା କମ୍ କେ ଖରାପ୍ ଅଭ୍ୟାସ  ଇ ଦୁହିଟା ଜୁଟିଗଲା ଵେଲ୍ କେ ସବୁ ଖତମ୍ । 


ଅଭାଵ୍ ସମିଆ ଥି କେହି ନିଝର୍ ଲୋକ୍ ଧରାଛୁଆଁ ନାଇ ଦେଲେ । ଅଫିସ୍ବ ବାଲେ ଖାଲି formality ଥି ହସ୍ପତାଲେ ଭର୍ ତି କରିଦେଲେ । ରା କେଶ୍ ବାବୁ ଆର୍ ପାଠ୍ କାଣା ପଢ଼୍ବ ଵେ ଘରେ ଯେନ୍ ଛେଲ୍ ଗୁଡ଼।ଦୁ ଥିଲା ସେଟାକେ ଚରାବାର୍ କେ ଝାର୍ ଜନ୍ଗଲ୍ କେ ନେସନ୍ ଆର୍ ସେନ ବହି ଧରିକରି ପଢୁଥାନ୍ ଇ ସବୁ ଲାଗେଲେସର୍ ସଵ୍ ଲୋଗ୍ ଦେଖି ଅନ୍ ଦେଖା କରୁଥାନ୍  । ହେନ୍ତା ଦୁଇ ମାସ୍ ପଲାସି ଶେଷ୍ କେ ତାଁକର୍ ଘର୍ ପାଖେ ଯେନ୍ ସାହୁ ଵାବୁ ଥିଲେ ସେ ଭଗ୍ ବାନ୍ ବାଗିର୍ ଆଏସନ୍ ଆର୍ ରାକେଶ୍ ବାବୁର୍ ନାଁ ଇସ୍କୁଲ୍ ନେ ଲେଖେଇଦେସନ୍ ଆର୍ ଫେର୍ ଥରେ ତାଁକର୍ ଅନ୍ଧାର୍ ଦୁନିଆଁ ଥି ଉଜଲ୍ କିରନ୍ ଝଲ୍ ସି ଯାଏସି । ତାଁକର୍ ବାପା ଭି ଭଲ୍ ହେଇକରି ଘର୍ କେ ଆଏସନ୍ ଆର୍ ନିଜର୍ ସବ୍ ଖରାପ୍ ଆଦତ୍ ଛାଡ଼ି ଭଲ୍ ମୁନୁସ୍ ଟେ ହେସନ୍। ରାକେଶ୍ ବାଵୁଦ ଆର୍ ଆଉ ସାହୁ ଵାଵୁ ର୍ ସାହାଜ୍ କେ ଘୁଚେଇ ନାଇପାରନ୍ ଲେକିନ୍ ସେ ଛୁଆ ଯେନ୍ ଛେଲ୍ ଚର ଉଛେ ତାକେ ତ ସାହାଯ୍ କରି ପାର୍ ବେ , ଇଟା ଭାଵିକରି ସେ ଛୁଆକେ ନିଝର୍ ଇସ୍କୁଲ୍ ନେ ନାଁ ଲେଖେଇ କରି ତାର୍ ଘରର୍ ସବୁ ଅସ୍ ଵିଧା ଦୂ୍ର୍ କର୍ ବାର୍ ଲାଗି ସର୍କାର୍ ସନ୍ ଗେ ଯୋଗାଯୋଗ କର୍ସନ୍ । ଆର୍ ତାଁକର୍ ସମିଆ ଥି ଯେନ୍ ଅସ୍ ଵିଧା ସେ ପାଇଥିଲେ ସେଟା ଆର୍ କେନ୍ ସି ଛୁଆ ଯେନ୍ତା ନାଇ ପାଆନ୍ ସେଥିର୍ ଲାଗି ସେ ଲାଗିପଡିଛନ୍ ।ଆମେଁ ଯଦି ଝନେ ଝନେ ହେନ୍ ତା ସାହାଜ୍ ର ହାତ୍ ବଢ଼ାମାଁ ଵେଲେ ଇ ସମାଜ୍ ନୁଁ ଆର୍ ଛେଲ୍ ଚରୁହା ଛୁଆ ନାଇ ରହନ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Rajesh Pattanaik

ସମିଆ

ସମିଆ

2 mins ପଢ଼ନ୍ତୁ

Similar oriya story from Inspirational