Mrutyunjay Das

Abstract


3  

Mrutyunjay Das

Abstract


ସଦ୍ୟ ହୃଦୟର ବାର୍ତ୍ତା ଅପ୍ରିୟ

ସଦ୍ୟ ହୃଦୟର ବାର୍ତ୍ତା ଅପ୍ରିୟ

1 min 128 1 min 128

ପଟି ମାଡ଼ିଲି ଦି ବରଷ 

ଚାଲିଛି ମୋଟେ ଗୋଟିଏ ବର୍ଷ, 

ପରୀକ୍ଷା ଲେଖୁଛି ଛଅ ମାସଧରି 

ଛଅ ମାସରେ ପାସ ଛଅ ଟି କକ୍ଷ?

ଏହା ଧ୍ରୁବ ସତ୍ୟ ଛାଡି ଆଉ କିଏ?

ହୃଦୟ କୁ ପଚାରି କୁହତ !

ବଡ଼ କଠିନ ପ୍ରଶ୍ନ... 

ଉତ୍ତର ଦେଇପାରିବେ 

ସେଇମାନେ ଯଦି ହୃଦୟରୁ 

ଶାଶ୍ୱତ... ଓଁ ଓଁ ଓଁ ।



Rate this content
Log in

More oriya story from Mrutyunjay Das

Similar oriya story from Abstract