STORYMIRROR

Nilamani Thapa

Inspirational

3  

Nilamani Thapa

Inspirational

ସ୍ବାଧୀନତା

ସ୍ବାଧୀନତା

2 mins
194


           ସ୍ବାଧୀନତା ଅର୍ଥ ନିଜକୁ ନିଜେ, ଯେପରି କି କେହି

କହିବା ଲୋକ ନ ଥିବେ । ନିଜ ମନ ମୁତାବକ କାମ କରିବା

ଅର୍ଥାତ୍ ଏବେ ଆମେ ଯେଉଁ ସ୍ବାଧୀନତା ପାଇଛେ ତାରି ପାଇଁ

ଆମେ ଗର୍ବିତ । ଇଂରେଜ ଶାସନା ଧିନ ଥିବାବେଳେ କେତେ

ଧନ ଜୀବନ ନଷ୍ଟ, କେତେ ଅସୁବିଧା ର ସମ୍ମୁଖୀନ ହେବାକୁ

ପଡିଥିଲା । ଏମିତି କି ଆମ ଦେଶରୁ ବହୁତ ଧନ ସମ୍ପଦ ବୁହି

ନେଉଁ ଥିଲେ , ଅତ୍ୟାଚାର ସୀମା ନ ଥିଲା ।


          ଯେପରି କଥାରେ ଅଛି ଅତି ଗର୍ବେ ହତ ଲଙ୍କା ରାବଣ

ଜଣେ ମହାଜ୍ଞାନୀ ହୋଇ ମଧ୍ୟ ଲଙ୍କା ଚୁନା ହୋଇ ଥିଲା।ସେମିତି

ଇଂରେଜ ମାନେ ଏତିକି ଅତ୍ୟାଚାରି ଥିଲେ ଯେ ଜଳ ପଥରେ

ନୌକା ସାହାଯ୍ୟ ରେ ଧନ ସମ୍ପଦ ହରେଇ ସମୁଦ୍ର ଭିତରେ

ବୁଡେଇ ଛନ୍ତି ତାର କିଛି ହିସାବ ନାହଁ ।ଲୋଭରେ ଦିନେ ସିଏବି

ପରାଜିତ ହୋଇଥିଲା । ଏହି ଅତ୍ଯାଚା ସବୁକୁ ଏଡେଇ ବା ପାଇଁ

ବହୁତ ଧନ ଜୀବନ ନଷ୍ଟ ହୋଇଛି । କିନ୍ତୁ ଆଜି ଆମେ ଗର୍ବ ର

ସହକାରେ କହି ପାରୁଛୁଁ ସ୍ବାଧୀନତା ପାଇଛୁ ।


       କିନ୍ତୁ ! ଦେଖି ବାକୁଗଲେ ଆଜି ବି ଆମେ ମୁକ୍ତ ସ୍ବାଧୀନତା

ନାହୁଁ ।ଆମରି ଭିତରେ ଅନେକ ରାକ୍ଷସ ରାବଣ ଏବେବି ଜିବିତ

ଅଛନ୍ତି । ପ୍ରତି ଦିନ କେତେକ ପ୍ରକାର ନିଉଜ ପେପର ଆସୁଛି

ଅନେକ ଘଟଣା ଘଟୁଛି , ପଢିକି ଶୁଣି ଖରାପ ଲାଗୁଛି ହେଲେ

ଆମେ କି ସ୍ବାଧୀନତା ପାଇଛେ । ଏହି ଯୋର୍ ଯାର ମୁଲକ୍ ତାର

କିପରି ହଟିବ ଏଇ ରାକ୍ଷସ ମାନଙ୍କର କିପରି ଅନ୍ତ ହେବ, ତାର

ନିବାରଣ ପାଇଁ ଭଗବାନ ତ ଜନ୍ମ ନେବେନି । କାରଣ ଏଇତ ଚାଲିଛି କଳିଯୁଗ, ଯାହା କରିବା କଥା ଆମେ ମାନେ ହିଁ କରିବା

ସମସ୍ତେ ମିଳିମିଶି ଏକ ଯୁଟ ହେବା । ତା' ପରେ ଆମେ ନିଜକୁ

ନିଜେ ସ୍ବାଧୀନତା ପାଇଛୁଁ କହି ପାରିବା ।


            


               




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational