STORYMIRROR

Mayuree Pattanaik

Inspirational

3  

Mayuree Pattanaik

Inspirational

ନିଜର ପରିଚୟ କ'ଣ

ନିଜର ପରିଚୟ କ'ଣ

1 min
133

ଜୀବନରେ ନିଜର ସ୍ୱତନ୍ତ୍ର ପରିଚୟ ନିଜେ ତିଆରି କରିବା ଜରୁରୀ।ନିଜ ବାପା ମା ଙ୍କ ପରେ ଆଉ ଅନ୍ୟ କାହା ଉପରେ ନିର୍ଭର କରିବା କିଛି ଅଶକ୍ୟତା ଅଛି କି? , କିଏ କେତେବେଳେ ଅଧା ବାଟରେ ଏକା ଛାଡିଦେଲେ ନିଜକୁ ପୁଣି ଆରମ୍ଭକୁ ଫରିବା ପାଇଁ ପଡିବ। ହଁ ନା ନାହିଁ କହିଲେ....

ଆମ ସମାଜ ରେ ବହୁତ ଭଲ ଲୋକ ଆମକୁ ବହୁତ ଭଲ କଥା ଶିଖାନ୍ତି, ଆଉ ବୁଝାନ୍ତି ମଧ୍ୟ। ଯାହାକି ଆମ ପାଇଁ ବହୁତ ଜରୁରୀ।

କିନ୍ତୁ ଭଲ କଥା ମୁଣ୍ଡ ରେ ପସେନି, ଉପରୁ ପଳାଏ।

ଯେତେପର୍ଯନ୍ତ ନିଜ ସହ ସେହି ପରିସ୍ଥିତି ନ ଉପୁଜେ ଆମେ କଣ ବୁଝିପାରିବା କାଉଟି ଠିକ ଆଉ କାଉ ଥିରେ ଅଛି ଭୁଲ।

ବାପରେ ବାପ.... କେତେ କଥା ଆମ ଜୀବନରେ ଆମେ ଶିଖୁ, ବୁଝୁ ଆଉ ତା ପରେ କାର୍ଯକାରୀ କରୁ।

ଏଇ ତ ଆମ ଜୀବନ।ସମସ୍ତଙ୍କୁ ଭଲ ପାଇବା ଆଉ ଭୁଲ କୁ ନ ଦେଖି ଠିକ ଠିକ କାମ କରିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational