STORYMIRROR

Mayuree Pattanaik

Inspirational

3  

Mayuree Pattanaik

Inspirational

କୋରନା କୋରନା

କୋରନା କୋରନା

1 min
175

ବର୍ଷକ ବାର ମାସ 

ଆଉ ବାର ମାସେ ଆମ ତେର ପର୍ବ

ସମସ୍ତେ ହୁଅନ୍ତି ଏକ ଆଉ କରନ୍ତି ମଉଜ...


ନାହିଁ ଆଉ ସେହି ମଜା ମଉଜ 

ନାହିଁ ଏବେ ଆଉ ପୁରୁଣା ସମ୍ପର୍କ...


ଏଇଟା କର ନା, ସେଇଟା କର ନା 

ସବୁଠି ଏବେ କୋରନା କୋରନା...


ବେପାର ସବୁ ମାନ୍ଦା ହେଲାଣି

ରୋଜଗାର ସବୁ ଠପ୍ ହେଲାଣି

ଖେଳ ତ ଏବେ ଲକ୍ଷେ ଉପରେ

କୋରନା ଚାଲିଛି ଫୁଲ ସ୍ପୀଡ଼ରେ...


ନା କେହି ସତର୍କ ନା ସଚେତନ

ଏମିତି ହିଁ କଟୁଛି ଆମ ଜୀବନ...


ଗୋଟିଏ ସୁତାରେ ବନ୍ଧା ଜୀବନ

ଏକତା ନହେଲେ ଏମିତି ମରଣ...


ହୁଅ ସତର୍କ ହୁଅ ସଚେତନ

ଭାରିମୂଲ୍ୟବାନ ଆମ ଏ ଜୀବନ...

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational