STORYMIRROR

sagarika sarangi

Inspirational

3  

sagarika sarangi

Inspirational

me nd mine

me nd mine

3 mins
156

ମୁଁ ଅନାମିକା। ସଞ୍ଜୀବ କୁମାର ଓ ଜୟା ବଚ୍ଚନ starer film ଅନାମିକା ନୁହେଁ।Real life single mom ଅନାମିକା।

Yaa.....I am a divorcee ।ଆଜିର modern ଯୁଗରେ ଏଇଟା ଆଉ taboo ହେଇକି ନାହିଁ। Society ରେ acceptance ଆସିଗଲାଣି। People r quite understanding । ସହିବାର ଆବଶ୍ୟକତା କଣ ! ଆଉ କାହିଁକି ! No......not at all । Leave that #@#@...।

ଯିଏ ସବୁ ବେଳେ physical and mental abuse କରୁଥିବ।But actually.....is life a fairy tale !!

ବହୁତ୍ difficult । ଖାସ୍ କରିକି if ur a lady । Whole day, ସବୁ role perfectly play କରିବାକୁ ଅସଫଳ ଚେଷ୍ଟା 

କଲାପରେ , ଯେତେବେଳେ ସିଏ ତାର କ୍ଳାନ୍ତ ଶରୀର ଟିକୁ ଖଟ ରେ ଥୁଏ। ଭିତରୁ ତାର ଅଶାନ୍ତ ପୀଡ଼ିତ ମନ ଟା ଏକ ରକମ୍ ତାର

ଦେହରୁ ବାହାରି ଆସି , ବଡ ପାଟିରେ ଚିତ୍କାର କରି ଉଠେ। I want justice । Love, care and affection । Don't I deserve!! Then why I am suffering!! What is my fault!! 

ସେତେବେଳେ ଅନାମିକା ତାର ମନକୁ ମିଛ ସାନ୍ତ୍ଵନା ଦେଇ ପାରେ ନାହିଁ।ତାକୁ ବୁଝେଇ ବାକୁ ଚେଷ୍ଟା କରେ practically । 

Okk...., ତୁ କଣ ଚେଷ୍ଟା କରି ନଥିଲୁ!! ଗୋଟେ toxic relationship କୁ କେତେ ବର୍ଷ ଠିକ୍ ରେ ଚଳେଇ ବାକୁ ଚେଷ୍ଟା

କରିନୁ ! ସବୁ ବେଳେ, ସବୁ ମୁହୂର୍ତ୍ତ ରେ, ନୂଆ ନୂଆ skim ରଖିଚୁ ସେଇ ଅମଣିଷ ଟାର ସାମନା ରେ। Wife ନୁହେଁ ତ ....ଯେମିତି 

ଗୋଟେ business woman । ଏମିତି ନ ହେଲେ ସେମିତି।ସେମିତି ନ ହେଲେ ସେମିତି। କିଛି ନ ହେଲେ ଦୁଇଟା ଭଲ ମଣିଷ

ଭଳି ତ ରହି ପାରିବା। But as usual , only one policy apply from that side । No duty but.... power nd ownership ।

Divorce phase ଟା କଣ ତୋର ମନେ ନାହିଁ । ଏକପ୍ରକାର mental trauma । ଚରିତ୍ର ଉପରେ ମାଡ଼। Very old method , ଜଣକୁ ଜଡ ରୁ ଭାଙ୍ଗି ଦେବାର। 

ହଁ....ଗୋଟେ ବ୍ୟଭିଚାରୀ ସିନା ତୋ ଜୀବନରୁ ଚାଲି ଗଲା। କିନ୍ତୁ ତା ପରେ.....। 

As a single mother, were in the open market । Sale ....sale ....sale। ରସ୍ତେ କା ମାଲ ସସ୍ତେ ମେ।

ସନୁ ମହାପୁରୁଷ ଗୁଡାକ ଙ୍କର ମନ ଭିତରେ ସୁପ୍ତ ଅବସ୍ଥା ରେ ସୋଇଥିବା ନାରୀ ସେବା , ନାରୀ ସଶକ୍ତିକରଣର ଅଭିଯାନ ରୂପକ ଅମୂଲ୍ୟ ଭାବନା ଗୁଡାକ ଏକ ରକମ ଜାଗ୍ରତ ହୋଇ ଉଠିଲା। ତା ଭିତରୁ ଗୋଟେ ଦୁଇଟା ଭଦ୍ର ମୁଖା ଅଭଦ୍ର ମଧ୍ୟ ସଫଳ ହୋଇଗଲେ ତୋର ମନ ଓ ହୃଦୟ ସହିତ ଖେଳି ବାକୁ। 

ନଇଁ ପଡିଥିଲୁ ନା..... ବିଧା ତ ଖାଇବାର ହିଁ ଥିଲା। ତେଣୁ pls , ଏ ରୋନା ଧୋନା ବନ୍ଦ କରେ। ନ ହେଲେ hell is on the way ।

ସବୁ କିଛି ମିଳିବ। କିନ୍ତୁ , ତୁ ସେହି ସ୍ତର କୁ ଖସି ପାରିବୁ ତ!!

ତୁ କଣ ଜାଣିନୁ !! ଜୀବନ ର ନୀଷ୍ଠୁର ସତ୍ୟତା ଠାରୁ , ଆତ୍ମଗ୍ଲାନି ଅଧିକ କଷ୍ଟ ଦିଏ। 

My love....ଜୀଵନ ତୋତେ ଏତିକି ତ ଶିଖେଇ ସାରିଛି ଯେ ତୋ ଭିତରେ କିଛି ଭି କମି ନାହିଁ। Ur priceless । ମୂଲ୍ୟବାନ ଜିନିଷ ର ମୂଲ୍ୟ ସସ୍ତା ମାନସିକତାର ମଣିଷ କିପରି ବୁଝି ପାରିବେ!! 

ସବୁ ଠାରୁ ହାସ୍ୟାସ୍ପଦ କଥା ହେଉଛି , ଏଠି ସମସ୍ତେ ପ୍ରେମ ପ୍ରେମ ଚିଲ୍ଲାନ୍ତି। କିନ୍ତୁ କାହାର ଭି ଦରକାର ନାହିଁ। ଆଉ କିଛି ଦରକାର।

ତେଣୁ ଛାଡେ ନା , ଏମାନଙ୍କର ପଛରେ ଦୌଡିବା।ତୁ କଣ ସତରେ ଜାଣିନୁ ଏମାନେ ସବୁ ଯୋଗ୍ୟ କି ଅଯୋଗ୍ୟ!! 

ତୋ ରାସ୍ତା ଆଉ ତୋର ଜୀବନ, କେବଳ ତୋର। ଆଉ କାହାର ନୁହେଁ। ତେଣୁ ତୋର responsibility କେବଳ ତୋର।

ଅନାମିକା ର ମନ ଧୀରେ ଧୀରେ ଶାନ୍ତ ହୋଇ ଯାଏ।ଆଖିର ଲୁହ

ବୋହି ବୋହି ....ଧୀରେ ଧୀରେ ଶୁଖି ଯାଏ। ତା ବୁଦ୍ଧି ( ପ୍ରେମିକ),

ତାର ବିଚଳିତ ମନ ( ପ୍ରେମିକା) କୁ ଅଜସ୍ର ପ୍ରେମ ବାରୀ ରେ ଗାଧୋଇ ଦେଇ , ତାର ଘର (ମୁଣ୍ଡ ) ଭିତରେ ଗେହ୍ଲା କରି କରି ଧିରେ କିନା ଶୁଆଇ ଦେଇ ଆସେ।ପୁଣି ନିଜକୁ prepare କରେ.......।

ଆଉ ଏକ ଦିନ ପାଇଁ। ଆଉ ଏକ ସଂଘର୍ଷ ପାଇଁ। ଆଉ ଏକ ଅଭିନୟ ପାଇଁ। ଆଉ ......ଏକ ରାତ୍ରିର ଅନ୍ଧକାରରେ ବେଦନାରେ ଜର୍ଜରିତ ସରଳ ପ୍ରେମିକା ଟିକୁ ସାହାରା ଦେବା ପାଇଁ ନୁହେଁ......। ଶକ୍ତିଶାଳୀ କରି ଛିଡା କରିବା ପାଇଁ। To face the reality । 

କାରଣ ...... ତା ପ୍ରେମ ଯେ ସମର୍ପିତ ସେ।



Rate this content
Log in

Similar oriya story from Inspirational