Sridhar Patnaik

Inspirational

1.0  

Sridhar Patnaik

Inspirational

କ୍ରାନ୍ତି

କ୍ରାନ୍ତି

1 min
1.5K


।। କ୍ରାନ୍ତି ।। କିଛି ଲୋକ ହଠାତ୍ ପହଞ୍ଚିଗଲେ ଗୋଟେ ଗାଁରେ । ବୟସ୍କ ଲୋକଟା କିଛି ସମୟ ଲମ୍ବାଚୌଡା ଭାଷଣ ଦେଲା। ଗାଁଲୋକ କେତେଟା ତାଙ୍କ ସାଥିରେ ମିଶିଗଲେ । ତମ୍ବୁ ଟାଣି ସେଥିରେ କିଛି ଦିନରହିଲେ। ସରକାରୀ ଜମି କବ୍ଜା କଲେ । ଦିନରେ ସୁନ୍ଦର ଭାଷଣ ଦେଲେ, ଆଉ ରାତିରେ..। ଦେଶପ୍ରେମର ନୂଆ ବିଶ୍ଳେଷଣ କରି ନୂଆ ପୀଢିଙ୍କୁ ଆକର୍ଷିତ କଲେ । ଏଇ ବାହାନାରେ ଲୋକଙ୍କଠୁଁ ଚାନ୍ଦା ସଂଗ୍ରହ କରି ସାମ୍ରାଜ୍ୟ ବଢାଇଲେ । କିଛି ଦିନ ପରେ ପୋଲିସ୍ ସହ ସଂଘର୍ଷରେ ଦଳପତି ମଲା । ସମସ୍ତେ ଧରା ପଡିଲେ। ଲୋକେ କୁହାକୁହି ହେଲେ, କ୍ରାନ୍ତିରେ ବିଭ୍ରାନ୍ତି ହେଲା । ...... ଶ୍ରୀଧର


Rate this content
Log in

Similar oriya story from Inspirational