STORYMIRROR

suvendu Meher

Inspirational

4  

suvendu Meher

Inspirational

କବି କିଏ ଆଏ

କବି କିଏ ଆଏ

1 min
218


ଯେ,

ଧୋବ କାଗଜ ଫର୍ଦେ ଥି

ଲେଖିଦେସି

ପୁରଥୀର ସବୁ କଥା ।

ଖୁଲ ଖୁଲ ପାଏନ ବି

ବୁହେଇଦେସି

ସିତ କାଁକର ଖରା ବର୍ଷା କେ

ଯତ୍ନେ ଥୁଇସି କାଗଜ ଉପରେ ।

ସେ ଆଏ କବି.......!


ଯେ,

କେଭେ କେନ୍ତା

କୁଆଁରି ଟୁକେଲର

ଗାଧଲା ଘାଟୁ ରୁଘାର ଘା ତକ

ବୁଲି ଆଏସି

ତାର କବିତା ଭିତରେ ।।

ସେ ଆଏ କବି.......!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational