STORYMIRROR

Sai Subhashree Moharana

Inspirational

4  

Sai Subhashree Moharana

Inspirational

ଦୀପାବଳି ଅନୁଭୂତି

ଦୀପାବଳି ଅନୁଭୂତି

1 min
385

ଦୀପାବଳି ଖୁସି ଓ ଆନନ୍ଦର ଉତ୍ସବ। ଆଲୋକର ପର୍ବ ନାମରେ ବିଖ୍ୟାତ । ଏହିଦିନ ପ୍ରଭୁ,ରାମଚନ୍ଦ୍ର ଅଯୋଧ୍ୟାକୁ ରାବଣକୁ ବିନାଶ କରି ଫେରିଥିଲେ। ଅଯୋଧା ବାସୀ ଦୀପ ଜଳାଇ ସ୍ଵାଗତ କରିଥିଲେ।ଏହି ଆଲୋକ ସଭିଙ୍କ ମନକୁ ଖୁବ୍ ଓ ଖୁସି ଓ ଉଲ୍ଲାସ ଭରି ଦେଉ । ଏହି ଦିନକୁ ଆମେ ମନେପକାଇ ଦୀପାବଳି । ରଙ୍ଗ ମୁରୁଜ ଘର ଅଗଣ । ସୁସଜ୍ଜିତ ହୋଇ ପୁରି ଉଠେ । ଝିଅମାନେ ମନ୍ଦିର ଓ ଘରେ ସଜାଇ ବଡ ବଡୁଆ ପାଇଁ ସମସ୍ତେ ଏକାଠି ହୁଅନ୍ତି। ବାଣ ଫୁଟାଇ ଆନନ୍ଦର ଉତ୍ସବ ପାଳିଥାନ୍ତି। ମୋର ଅନୁଭୂତି ସେୟାର କରୁଛି। 


ଆପଣମାନେ ଏହାକୁ ପଢିଲେ ଜାଣି ପାରିବେ । ଏହି

କାହାଣୀ ଅତ୍ୟନ୍ତ କଷ୍ଟ ଦାୟକ ଲାଗିବ ।




ଦୀପାବଳିର ଏହି ଉତ୍ସବ ଭରିଦେଲା ଦୁଃଖର ଶୋର ଖେଳଇ ଦେଲା ଅଦ୍ଭୁତ ଚିନ୍ତାଧାରା । ମଣିଷ ହେଲା ଆତଙ୍କିତ । ମହେଶ ଓ ବିଦେଶ ବାଣଫୁୁୁଟାଉଥିଲା ସମୟ ରେ ମହେଶ ଗୋଟେ ଗଡ଼ମା ଲଗାଇଥିଲା। ତାହା ଫୁଟିଲା ନାହିଁ ତେଣୁ ସେ ଅନ୍ୟ ବାଣ ଫୁଟାଇ ଦେଲା । ମହଶତା' ମାଆ କୁ କହିଲା ଚାଲ ଆମେ ବଡ଼ ବଡୁଆ ଡାକି ବାକହିଚାଲିଗଲା କିନ୍ତୁ ସେହି ସମୟରେ ବିଦେଶ ସେ ଗଡ଼ମା ପାଖକୁ ଯାଇ ଫୁଙ୍କୁ ଥିବା ସମୟରେ ତାହା କୁହୁଳିଥିଲା ଗଡମା ଟି ଫୁଟିଲା ବି6ଦଶ ଜୀବନ ଦୀପ ଲିଭିଗଲା। ସମସ୍ତେ ଧାଇଁ ଆସିଲେ ଓ ଦେଖିଲେ ଗଡ଼ମା ଫୁଟି ଶୋକର ଛାୟଖେଳାଇ ଦେଇଛି, ତେଣୁ ଏହି ଦୀପାବଳିରେ ସମସ୍ତେ ଉଚ୍ଚିତ ସ୍ୱରରେ କ୍ରନ୍ଦନ କଲେ । ବାପା ମାଆ ଓ ପରିବାର ମନରେ ଦୁଃଖର ସାଗର ଖେଳାଇ ଦେଲା । 


ଦୀପାବଳି ବାଣ ଫୁଟା ଉତ୍ସବ ମନେ କରି ଅସାବଧାନ ହେଲେ ,ଖରାପ ହୋଇଥାଏ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational