ଦୀପାବଳି ଉତ୍ସବ
ଦୀପାବଳି ଉତ୍ସବ
1 min
154
ଦୀପାବଳି ଆଲୋକର ଉତ୍ସବ । କାର୍ତ୍ତିକ ମାସର ଅମାବାସ୍ୟାରେ ପାଳିତ ହୁଏ । ଏହି ଉତ୍ସବ ଘରେ ଘରେ ପାଳିତ ହୁଏ । ଜୀବନର ଗୋଟିଏ ମହତ୍ଵପୂର୍ଣ୍ଣ ଉତ୍ସବ ଯେଉଁ ଉତ୍ସବରେ ବାହାରେ ରହି ପାଠ ପଢ଼ୁଥିବା ଅଥବା ଚାକିରୀ କର୍ମଚାରୀ ନିଜର କର୍ମକ୍ଷେତ୍ରରୁ ଆସି ଘରେ ସମୟ ଦେଇ ଏହି ଉତ୍ସବକୁ ଆନନ୍ଦ ଓ ସରସ କରନ୍ତି ।
ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ସମସ୍ତେ ପାଳନ କରନ୍ତି। ଦିପାବଳି ପୂର୍ବରୁ ଘରଣୀ ଘର ଦ୍ଵାର ଝାଡୁ କରି ଚସଫ।ରଖିବେ ଆଉ ଗୋବର ପାଣି ଦ୍ଵାରା ପବିତ୍ର କରନ୍ତି ।। ସନ୍ଧ୍ୟା ସମୟରେ ଦୀପଜାଳି ମଙ୍ଗଳ କାମନା କରନ୍ତି । ଜୀବନର ସବୁ ଅନ୍ଧକାର ଦୁରିଭୂତ କରି ଆଲୋକ ଦ୍ଵାରା ସାରା ଜୀବନକୁ ଆନନ୍ଦିତ କରିଥାନ୍ତି। ଘରେ ଘରେ ପିଠାପଣା ଭରି ଯାଏ । କାଉରିଆସାହାଯ୍ୟରେ ଗୋଟିଏ ସଂସ୍କୃତି ଅଛି ବଡ଼ ବଡ଼ ବଡୁଆ ଡାକି ଥାନ୍ତି ।ବାଣ ଫୁଟ। ଗୋଟିଏ ମୁଖ୍ୟ ବିଶେଷ ହୋଇଥ।ଏ। ।
