STORYMIRROR

Sambit Mishra

Comedy Inspirational Others

2  

Sambit Mishra

Comedy Inspirational Others

ଚାଲ ଆମ୍ଭେ ଘରେ ରହିବା

ଚାଲ ଆମ୍ଭେ ଘରେ ରହିବା

1 min
453


ଚାଲ ଆମେ ଘରେ ରହିବା ଖାଇ ପିଇ ମସ୍ତ ଶୋଇବା  ।କୋରୋନାଠୁ ଦୁରେ ରହିବା। ମୋଦିଙ୍କର କଥା ମାନିବା। ଘରେ ମଜାମସ୍ତି କରିବା ଯାହା ମିଳୁ ସବୁ ଖାଇବା ନୁଆ କିଛି ଗୋଟେ ଶିଖିବା ମନ ପୁରା ଖୁସି ରଖିବା । ଡାକ୍ତରଙ୍କୁ ସମ୍ମାନ ଦେବା । ତାଙ୍କ ପାଇଁ ପୂଜା କରିବା । ପୋଲିସଙ୍କ କଥା ଶୁଣିବା ଓ ତାଙ୍କୁ ସହଯୋଗ କରିବା । ଘରେ ବସି ମିଶି ଖେଳିବା ବୁଢୀମାଠୁ ଗପ ଶୁଣିବା ପ୍ରତିଦିନ ଯୋଗ କରିବା ଶରୀରକୁ ସୁସ୍ଥ ରଖିବା । ପରିବେଶ ସଫା ରଖିବା ସଚେତନ ଆମେ ହୋଇବା ହାତ ଧୋଇ ଖାଦ୍ୟ ଖାଇବା କୋରୋନାକୁ ଦୁରେଇ ଦେବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy