STORYMIRROR

Sambit Mishra

Comedy Inspirational Others

2  

Sambit Mishra

Comedy Inspirational Others

ଚାଲ ଆମ୍ଭେ ଘରେ ରହିବା

ଚାଲ ଆମ୍ଭେ ଘରେ ରହିବା

1 min
6

ଚାଲ ଆମେ ଘରେ ରହିବା ଖାଇ ପିଇ ମସ୍ତ ଶୋଇବା  ।କୋରୋନାଠୁ ଦୁରେ ରହିବା। ମୋଦିଙ୍କର କଥା ମାନିବା। ଘରେ ମଜାମସ୍ତି କରିବା ଯାହା ମିଳୁ ସବୁ ଖାଇବା ନୁଆ କିଛି ଗୋଟେ ଶିଖିବା ମନ ପୁରା ଖୁସି ରଖିବା । ଡାକ୍ତରଙ୍କୁ ସମ୍ମାନ ଦେବା । ତାଙ୍କ ପାଇଁ ପୂଜା କରିବା । ପୋଲିସଙ୍କ କଥା ଶୁଣିବା ଓ ତାଙ୍କୁ ସହଯୋଗ କରିବା । ଘରେ ବସି ମିଶି ଖେଳିବା ବୁଢୀମାଠୁ ଗପ ଶୁଣିବା ପ୍ରତିଦିନ ଯୋଗ କରିବା ଶରୀରକୁ ସୁସ୍ଥ ରଖିବା । ପରିବେଶ ସଫା ରଖିବା ସଚେତନ ଆମେ ହୋଇବା ହାତ ଧୋଇ ଖାଦ୍ୟ ଖାଇବା କୋରୋନାକୁ ଦୁରେଇ ଦେବା।


Rate this content
Log in

Similar oriya story from Comedy