STORYMIRROR

BASANTA DASH

Comedy Drama Classics

2  

BASANTA DASH

Comedy Drama Classics

ସ୍ମୃତି

ସ୍ମୃତି

1 min
117

ତୁମେ ଥରେ ଭାବି ଦେଖ

ମୁ କେମିତି ସାହିତି ରଖିଛି 

  ତୁମ ବହୁ ଦିନର ସ୍ମୃୃୃୃୃୃୃୃୃତିି ସବୁକୁ

ଲିଭାଇ ପାରୁନିି ମନ ପୃୃୃୃୃୃୃଷ୍ଠାରୁୁ

  ତୁମେ ଲେଖିଥିବା କେଇପଦ କଥା

ପ୍ରେମ ପାଇଁ ମୁଁ ନିଜ ଜୀବନକୁ ଧନ୍ୟ ମନେକରୁଛି

ଆଜି ବି ଷୁରୁଷ ନିର୍ମଳ ପ୍ରେମରେ ବିଶ୍ବାସ କରେ

ଦେହ ନୁହେଁ ଆତ୍ମା ଚାହେଁ ତାହା

ମୁଁ ମର୍ମେ ମର୍ମେ ଅନୁଭବ କରିଛି

 ଆଉ କେଇଟା ମୂହୁର୍ତ୍ତ ବାକି ଅଛି

ଜୀବନର ଗୋଧ୍ବଲିରେ ଆମେ ଉପନୀତ

  ତଥାପି କାହିଁକି ଏ ପ୍ରାଣ ଥରୁଟିଏ

ତାଙ୍କ ହୃଦୟର ଭାଷାକୁ ଓଠରେ ଶୁଣିବାକୁ ଚାହୁଁଛି

  କିଛି ଦେଇ ପାରୁନି ମୁଁ

କେବଳ ତାଙ୍କର ଦରଦୀ ହୃଦୟ ନିକଟରେ 

 ବିନମ୍ର କୃୃୃୃୃତଜ୍ଞତା ଜଣାଉଛି

ମୁଁ ତୁମକୁ ଅନ୍ୟକ ଦିନଧରି ପ୍ରେମ କଲିଣୀ

ଏହି ପ୍ରେମର ସ୍ତମ୍ଭ ବହୁତ ଦୃୃୃୃୃୃୃୃୃଢ ହୋଇ ଗଲାଣି

 ତଥାପି ମୁଁ ପ୍ରେମ କରୁଛି କରୁଥୀବି

କିନ୍ତୁ ପ୍ରେମ କରା ଯାଏନି ପ୍ରେମ ହୋଇଯାଏ

 ପ୍ରେମ ହେଇଛି ବା ମୁଁ କରିଛି 

ସେ ଯାହା ହେଉ ପ୍ରେମକୁ ମୁଁ ପାଇଛି

ଏକ ଅନୁଭବ ଭାବେ 

ଏହା ମୋ ପାଇଁ ବହୁତ ବଡ କଥା

  ପ୍ରେମ ମୋର ଆରମ୍ଭ କରିଛି

ତୁମର ପ୍ରଥମ ଦେଖାରୁ

 ଶେଷ ହେବ ତୁମର 

  କେଇ ପଦ କଥାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy