Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanka Panda

Inspirational

3  

Priyanka Panda

Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
171


ଭାବର ବନ୍ଧନ ଏ ରେଶମ ଡୋରିର ବନ୍ଧନ

ସ୍ନେହ ଶ୍ରଦ୍ଧା ପ୍ରେମର ଏ ବନ୍ଧନ

ଭାଇର ଅଭିମାନ ଏ ଭଉଣୀର ସ୍ଵାଭିମାନ

ଦୁଇଟି ହୃଦୟ ସାରା ଜୀବନ ବନ୍ଧା ଏ ପବିତ୍ର ବନ୍ଧନ

ଦୂରରେ ଥିଲେ ବି ଟାଣି ଆଣେ ଏ ପବିତ୍ର ଡୋରି

ମାୟାର ବନ୍ଧନ ଏ ମମତାର ବନ୍ଧନ 

ନିରାମୟ ପବିତ୍ର ଏ ବନ୍ଧନ ସଂକଳ୍ପିତ ଭାଇର ସ୍ୱାଭିମାନ 

ସନାତନ ସଂସ୍କୃତିର ମାୟାର ଏ ବନ୍ଧନ.......

ରକ୍ଷା ବନ୍ଧନ 



Rate this content
Log in

Similar oriya poem from Inspirational