STORYMIRROR

Poulastya Saha

Tragedy

2  

Poulastya Saha

Tragedy

ପ୍ରତାରଣା

ପ୍ରତାରଣା

1 min
140

ଭଲ ପାଇଥିଲି ଏପରି ଝିଅ କୁ

ଧୋକା ଦେଇ ଗଲା ଚାଲି,

ଅଧା ବାଟରେ ସେ ହାତ ଛାଡି଼ ଗଲା

ପ୍ରେମକୁ ସେ ଗଲା ଭୁଲି

ଯିଏ ଦିନେ ଥିଲା ଅବୁଝା ପ୍ରେମିକା

କରିଗଲା ପ୍ରତାରଣା,

ଚାହିଁ ବସିଛି ମୁଁ ତାହାରି ବାଟକୁ

ହେଲେ ସେ ଆଉ ଫେରେନା

ପ୍ରତାରଣା ଦୁଃଖ ସହି ହୁଏନି କି

କହି ହୁଏ ନି କାହାକୁ,

ତଥାପି ହେ ପ୍ରିୟା ଚାହିଁ ବସିଛି ମୁଁ

ତୁମ ଫେରିବା ବାଟକୁ

ଭଲ ଯଦି ତୁମେ ପାଉ ନାହଁ ମତେ

ସିଧା କରିଦିଅ ମନା,

କାହିଁକି କରୁଛ ଏତିକି ବାହାନା

କରୁଅଛ ପ୍ରତାରଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy