STORYMIRROR

ଜଗବନ୍ଧୁ ଗୌଡ

Inspirational

3  

ଜଗବନ୍ଧୁ ଗୌଡ

Inspirational

ମୁଁ

ମୁଁ

1 min
236

ଆଇନାରେ ମୋର ପ୍ରତିଛବି ଦେଖି ଆଶ୍ଚର୍ଯ୍ୟ ହୋଇଗଲି,

ଭଲ ପ୍ୟାଣ୍ଟ ସାର୍ଟ୍, ଟାଇ 

ବ୍ରାଣ୍ଡେଡ ସୁସ୍

ପର୍ଫ୍ୟୁମ୍ ବାସ୍ନା ....

ସୁନ୍ଦର ହେୟାରଷ୍ଟାଇଲ

ସୁନ୍ଦରର ଉପମା ନାହିଁ 

ଅଭାବର ପ୍ରଶ୍ନ ନାହିଁ

ଧନ,ମାନ,ଯୌବନ.....


କିନ୍ତୁ

ରାଗ,ହିଂସା,ଅହଙ୍କାର,ସ୍ୱାର୍ଥ 

ତାକୁ କୁତ୍ସିତ କରୁଛି

ଛଳନା,ଠକପଣ,

ନୀଳ ଶୃଗାଳ ଖାଇଥିବା ବ୍ରହ୍ମଚାପୁଡା ମନେପକାଉଛି 

ମୁଁ କାହାକୁ ଠକୁଛି ?

ନିଜକୁ?

ଲୋକଙ୍କୁ ?

ହେଲେ ସର୍ବଜ୍ଞ,ସର୍ବଶକ୍ତିମାନ,

ସର୍ବତ୍ରବିଦ୍ୟମାନ ସତ୍ତାଙ୍କୁ କିଏ ଠକିବ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଜଗବନ୍ଧୁ ଗୌଡ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational