STORYMIRROR

Rupesh kumar Deep

Drama

3  

Rupesh kumar Deep

Drama

କଲେଜ ବେଲ

କଲେଜ ବେଲ

1 min
140

ସୋର ହେସି ସେ କଲେଜ ବେଲ

ଦୁଇ ପହରିଆ କିର୍କେଟ ଖେଲ

କଲେଜ ଭିତରେ ଗୁର୍ଦୁ ନାଟ

ବେଲ ବୁଡ଼ିଆ ଗୋଲବଜାର ହାଟ

ସାଙ୍ଗ ମାନକର ସଂଗେ ମିସା

ଜୀବନେ ଗୁଟେ ଅଲଗା ନିସା

ଫାଟକ ତରାର ଭଙ୍ଗା ଗେଟ

କଲେଜ ଭିତରର ଖୁଲା ଟେଜ

ପିଜି ହଷ୍ଟେଲ ର ସେ ରଙ୍ଗ ଖେଲା

ଆର ସେ କିର୍କେଟ ଖେଲ ର ଝେମଲା

କଲେଜ ପଡ଼ିଆର ବହି ହାଟ

ଫାଟକ ତଲର ଗୁପୁଚୁପ ଚାଟ

ସମ୍ବଲପୁର ମାଟିର ଅଲଗା ମଜା

ଭିନ ଭିନ ଠାନର ଦୁର୍ଗା ପୂଜା

ମହାନଦୀ ତରେ ମା ସମଳେଇ

ରଖିଥିସି ସେ ସମକୁ ସମ୍ଭଳେଇ

ସୋର ହେସି ସବୁ ଗୁଟେ ଗୁଟେ କରି

ଧାର ଧାର ଲହ ପଡ଼ସି ଝରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rupesh kumar Deep

Similar oriya poem from Drama