STORYMIRROR

Suniti Barik

Inspirational

3  

Suniti Barik

Inspirational

କହିବି ଗୋଟିଏ କଥା

କହିବି ଗୋଟିଏ କଥା

1 min
24

କହିବି ଗୋଟିଏ କଥା ଜମୁଡାଲୀ

କହିବି ଗୋଟିଏ କଥା

କହିବାକୁ ମୋର ଛାତି ଥରୁଅଛି

କାଳେ କଟିଯବ ମଥା

ଜମୁଡ଼ାଲୀ କାଳେ କଟଯିବ ମଥା।।

       ବିନା ମାସ୍କରେ ବୁଲନ୍ତି ଯମୁଡ଼ାଲୀ

       କୋରୋନାକୁ ଡାକନ୍ତି ହାତ ଠାରି ଯମୁଡ଼ାଲୀ

       ମୁହିଁ କହିଦେଲେ ମୋତେ ଡରାନ୍ତି 

       ଜମୁଡାଲୀ ରେ ମତେ ଡାରାନ୍ତି

       କହିବି ଗୋଟିଏ କଥା।।

ଦୂରତା ନ ରଖି ନିଛାଟିଆ ଦେଖି 

ଏକାଠି ଖେଳନ୍ତି ଖେଳ

ଜମୁଡ଼ାଲୀ ଏକାଠି ଖେଳନ୍ତି ଖେଳ

ମୁହିଁ କହିଦେଲେ ମୋତେ ଡରାନ୍ତି

ଜାମୁଡ଼ାଲୀ କହିବି ଗୋଟିଏ କଥା।।

          ସାବଧାନ ନ ହୋଇ ଭୋଜି କରିଥାନ୍ତି

          ଏକାଠି ବସିଣ ଖୁସିଗପ କରିଥାନ୍ତି

           ମୁହିଁ କହିଦେଲେ ମୋତେ ଡରାନ୍ତି

           ଜମୁଡାଲୀ କହିବି ଗୋଟିଏ କଥା।।

ସତର୍କ ହୋଇଲେ ବାରମ୍ବାର ହାତଟି ଧୋଇଲେ

ଏ କୋରୋନା ଦୂରେଇ ଯିବ

ମାସ୍କ୍ ପିନ୍ଧିକି ଦୂରତା ରେ ରହିଲେ

ସୁଷମ ଖାଦ୍ୟ ଖାଇଲେ ବିଶୁଦ୍ଧ ଜଳ ପାନ କଲେ

ଜମୁଡ଼ାଲୀ କୋରୋନା ଦୂରେଇ ଯିବ।।

             ସାହା ମା ତାରେଣୀ ସାହା ମା ସମଲେଇ

             ସାହା ହେଲେ ଜଗନ୍ନାଥ

             ଏ ସାରା ବିଶ୍ବରୁ କୋରୋନା ଚାଲିଯିବ

             ସାହା ହେଲେଟି ଇଶ୍ଵର

              ଜମୁଡ଼ାଲୀ ସାହା ହେଲେଟି ଇଶ୍ଵର।।

ଆଉ ଥରେ ଏକ ଅବତାର ନେଇ ବିଶ୍ୱକୁ ରକ୍ଷା କର

ଜମୁଡାଲୀ ବିଶ୍ୱକୁ ରକ୍ଷା କର

ଆହେ ମହାବାହୁ ଏ ମହାବିପଦୁ ବିଶ୍ୱକୁ ରକ୍ଷା କର

ଏତିକି ମାଗୁଣି କରୁଅଛି ମୁହିଁ

ପ୍ରଭୁ ତୁମ ପାଦ ତଳେ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational