STORYMIRROR

ନରେଶ ବେହେରା

Inspirational

2  

ନରେଶ ବେହେରା

Inspirational

ବଣମଲ୍ଲୀ

ବଣମଲ୍ଲୀ

1 min
13.2K


ଓଡିଶାର ଆମେ ବଣମଲ୍ଲି ଅଟୁ

     ଗଳ୍ପ କବିତା ତ ଆମରି ବାସ୍ନା

ବାସ୍ନା ସିନା ହୁଏ ମଧୂର ମଧୂର

     ମିଳେନାହିଁ ଏଠି ଆମରି ଚିହ୍ନା 

ବଣମଲ୍ଲି ଯେହ୍ନେ ଝଡିପଡେ ଦିନେ

   ପ୍ରଷ୍ଫୁଟିତ ହୋଇ ଘୋର କାନନେ

ଆମେ ସେହିପରି ଝଡିଜିବା ଦିନେ

    ନରଖିବେ କେହି ଆମକୁ ମନେ

ଅନୁରୋଧ ମୋର ସମସ୍ତ ଭାଇଙ୍କୁ

      ଉତ୍ସାଇତ କର ବଣମଲ୍ଲିଙ୍କୁ

ନହେଲେ ଭାଇରେ କେତେ ବଣମଲ୍ଲି

     ଭୁଲିଜିବେ ତାଙ୍କ ନିଜ ସ୍ବପ୍ନକୁ


         (ବଣମଲ୍ଲି ଶୁଭେନ୍ଦୁ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ନରେଶ ବେହେରା

Similar oriya poem from Inspirational