Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Supreeti Sahu

Inspirational

2  

Supreeti Sahu

Inspirational

ଆମେ ଓଡିଆ

ଆମେ ଓଡିଆ

1 min
3.4K


ଆମେ ଓଡିଆ ଆମ ଭାଷା ଓଡିଆ

ଓଡିଆ ଆମରି ଜାତି

ଓଡିଆ ଜାତିର ମଉଡମଣି ସେ

ବଡ ଠାକୁର କାଳିଆ ହାତୀ


ବକ୍ସି ଜଗବନ୍ଧୁ ଯାଇ ରାଇଗୁରୁ

ଧନ୍ୟ ତାଙ୍କରି ସାହସ

ଉତ୍କଳ ବୀରଙ୍କ ବୀରତ୍ଵ ର ଗାଥା

ଗାଇ ଯାଏ ଇତିହାସ


ଆମରି ସଂସ୍କୃତି ଆମ ପରିଚୟ

ଧନ୍ୟ ଆମ ପରମ୍ପରା

ବାର ମାସ ତେର ପର୍ବ ଏଠି ହୁଏ

ଛୁଟେ ଆନନ୍ଦ ର ଧାରା



Rate this content
Log in

More oriya poem from Supreeti Sahu

Similar oriya poem from Inspirational