Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

kedarnath behera

Children

2  

kedarnath behera

Children

ଆମ ଗାଁ କିଆ ଫୁଲ ମହକ

ଆମ ଗାଁ କିଆ ଫୁଲ ମହକ

1 min
75



ଦେଖାଯାଏ ସେ କଣ୍ଟାକମୟ ହେଲା ଦେଖିବାକୁ ଭାରି ସୁନ୍ଦର !

 

ଗୁଚ୍ଛ ଗୁଚ୍ଛ ହୋଇ ଯୁକ୍ତ ହୋଇଥାଇ କେଶର 

 ତାର ବାସନା ମହକାଏ ଚତୁଃପାର୍ଶ୍ୱ ସେହି ଫୁଲରୁ ତିଆରି ହୁଏ ଅତର !

  

ଯାହା ସମସ୍ତଙ୍କୁ କରେ ମହକିତ.. ପତ୍ର ଦୁଇ ପାର୍ଶ୍ଵରେ ଲାଗିଥାଏ କଣ୍ଟା...              


ନୁହେଁ ସେ ଛୋଟ ନୁହେଁ ସେ ତ ବିଶାଳ !


ଦେଖିବାକୁ ମିଳେ ସେ ଗଞ୍ଜାମ ଜିଲ୍ଲାରେ କୃଷକ ପାଇଁ ଏହା ଏକ ସୁନାଫୁଲ...


ଦିଏ ତାଙ୍କୁ ଜୀବନ ଜିଇଁବାର ନୂଆ ଏକ ବାଟ !


ଏଇ ଫୁଲ ଅତିପ୍ରିୟ ଅଟେ ଶିବଙ୍କର

ଶିବରାତ୍ରେ ହୁଏ ସେ ଦୁର୍ଲ୍ଲଭ ! 


ଆମ ଗାଆଁ ସୁନାପୁର ଭାରି ସୁନ୍ଦର

ଦେଖା ଯାଏ ଏଠାରେ ପ୍ରଚୁର କିଆଫୁଲ  




Rate this content
Log in

Similar oriya poem from Children