Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

kedarnath behera

Children


2  

kedarnath behera

Children


ଆମ ଗାଁ କିଆ ଫୁଲ ମହକ

ଆମ ଗାଁ କିଆ ଫୁଲ ମହକ

1 min 3 1 min 3


ଦେଖାଯାଏ ସେ କଣ୍ଟାକମୟ ହେଲା ଦେଖିବାକୁ ଭାରି ସୁନ୍ଦର !

 

ଗୁଚ୍ଛ ଗୁଚ୍ଛ ହୋଇ ଯୁକ୍ତ ହୋଇଥାଇ କେଶର 

 ତାର ବାସନା ମହକାଏ ଚତୁଃପାର୍ଶ୍ୱ ସେହି ଫୁଲରୁ ତିଆରି ହୁଏ ଅତର !

  

ଯାହା ସମସ୍ତଙ୍କୁ କରେ ମହକିତ.. ପତ୍ର ଦୁଇ ପାର୍ଶ୍ଵରେ ଲାଗିଥାଏ କଣ୍ଟା...              


ନୁହେଁ ସେ ଛୋଟ ନୁହେଁ ସେ ତ ବିଶାଳ !


ଦେଖିବାକୁ ମିଳେ ସେ ଗଞ୍ଜାମ ଜିଲ୍ଲାରେ କୃଷକ ପାଇଁ ଏହା ଏକ ସୁନାଫୁଲ...


ଦିଏ ତାଙ୍କୁ ଜୀବନ ଜିଇଁବାର ନୂଆ ଏକ ବାଟ !


ଏଇ ଫୁଲ ଅତିପ୍ରିୟ ଅଟେ ଶିବଙ୍କର

ଶିବରାତ୍ରେ ହୁଏ ସେ ଦୁର୍ଲ୍ଲଭ ! 


ଆମ ଗାଆଁ ସୁନାପୁର ଭାରି ସୁନ୍ଦର

ଦେଖା ଯାଏ ଏଠାରେ ପ୍ରଚୁର କିଆଫୁଲ  




Rate this content
Log in

More oriya poem from kedarnath behera

Similar oriya poem from Children