Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikagobinda Mohanta

Tragedy

2  

Tikagobinda Mohanta

Tragedy

ଦି ଧାଡିରେ ଗପ: ଶହୀଦ

ଦି ଧାଡିରେ ଗପ: ଶହୀଦ

1 min
7.1K


ଶହୀଦ ମେଜର ସତ୍ୟକାମ ଦାସ କୁ ଶେଷ ସାଲ୍ଲ୍ୟୁଟ କରୁଥିବା ପାଂଚ ବର୍ଷର ପୁଅ ରାହୁଲର ଫଟୋ ମିଡିଆ ଜଗତରେ ଚହଳ ସୃଷ୍ଟି କରିବା ସହ ଫେସବୁକରେ ପାଂଚ ଲକ୍ଷ ଲାଇକ ଆଉ ଦୁଇ ଲକ୍ଷ ସେୟାର ହୋଇଥିଲା !

ପନ୍ଦର ଦିନ ହେଲାଣି ରାହୁଲ ମେଜରର ପୁଅ ବୋଲି ପ୍ରମାଣପତ୍ର ନେବା ପାଇଁ ସଋକାରୀ ଅଫିସର ଚକ୍କର କାଟୁଛି !


Rate this content
Log in

Similar oriya story from Tragedy