Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Inspirational

4.4  

Manas Kumar

Inspirational

ଚିର ନମସ୍ୟ କୋଭିଡ ଯୋଦ୍ଧା

ଚିର ନମସ୍ୟ କୋଭିଡ ଯୋଦ୍ଧା

1 min
223



ବନ୍ଦେ ଉତ୍କଳ ଜନନୀ

ସଦା ଲଢି ଲଢି ମୋ ରାଇଜ କେବେ ଯେ ଥକି ଯାଇନି ।


ପାଇକ ବିଦ୍ରୋହର ମାଟି ଏ ମୋ ରାଇଜ

ହରାଇ ନାହିଁ କେବେ ସାହସ ଆଉ ଧୈର୍ଯ୍ୟ ।


କରୋନା ମୁକାବିଲାର ବିର ଯୋଦ୍ଧାକୁ କରୁଛି ସଲାମ

ଯାହାର ନାହିଁ ପରବାୟ କରିବାକୁ ଟିକିଏ ଆରାମ ।


ମହି ମଣ୍ଡଳରେ ବ୍ୟସ୍ତ ଏକ ଦ୍ଵିତୀୟ ଭଗବାନ

ଡାକ୍ତର ଆଉ ଡାକ୍ତରଖାନାର ଅବଦାନ ଏବେ ମହାନ ।


ସୁରକ୍ଷା ଆଉ ସଫେଇ କର୍ମଚାରୀ ବ୍ୟସ୍ତ ଆମ ପାଇଁ

ବୃଥା ନ ଯାଉ ତାଙ୍କ ପ୍ରଚେଷ୍ଟା କିଛି ଅସାବଧାନତା ପାଇଁ ।


ଯେତେ ଯେ ଅଛନ୍ତି ନିଃସ୍ଵାର୍ଥପର କୋଭିଡ ଯୋଦ୍ଧା

ହୃଦୟରୁ ସନମାନ ପାଇଁ ନ ରହୁ ଦ୍ବୀଧା ।


କେତେ ଯେ ବିପଦେ ମୋ ରାଇଜ ଡରିନି

ତାଙ୍କ ସନମାନ ରେ ଚାଲ ଏକ ସ୍ବରେ ଗାଇବା ବନ୍ଦେ ଉତ୍କଳ ଜନନୀ ।



Rate this content
Log in

Similar oriya poem from Inspirational