ଲେଖକ
ଲେଖକ
ମୋ ସପନର ଗନ୍ତାଘରେ
ତୁମେ ରତ୍ନ ସିନ୍ଦୁକ,
ମୋ ଅଥଳ ହୃଦୟ ସାଗରେ
ତୁମେ ମୋତି ମାଣିକ,
ମୋର ସ୍ମୁତି ଆଇନାରେ
ଦେଖେ ତୁମ ପ୍ରତିଛବି,
ମୋ ମନର ତୁମେ ମଧୁଲତା
ମୁଁ ତୁମ ପାଇଁ ଲେଖି ଚାଲେ କିଛି କବିତା.
ମୋ ସପନର ଗନ୍ତାଘରେ
ତୁମେ ରତ୍ନ ସିନ୍ଦୁକ,
ମୋ ଅଥଳ ହୃଦୟ ସାଗରେ
ତୁମେ ମୋତି ମାଣିକ,
ମୋର ସ୍ମୁତି ଆଇନାରେ
ଦେଖେ ତୁମ ପ୍ରତିଛବି,
ମୋ ମନର ତୁମେ ମଧୁଲତା
ମୁଁ ତୁମ ପାଇଁ ଲେଖି ଚାଲେ କିଛି କବିତା.