ଚେତାବନୀ
ଚେତାବନୀ
ଖଚ ମିଛ କହି ସହଜରେ ଏଠି
କାର୍ଯ୍ୟ ସିନା କରି ହେବ
ଯେତେ ଯାହା କଲେ ବିଶ୍ୱ ଦରବାରେ
ଖସି ଯିବା ଅସମ୍ଭବ
ସତର୍କ ହୁଅରେ କପଟୀ ଜନତା
ଖଳ ବୁଦ୍ଧି ତ୍ୟାଗ କର
ବେଳ ଥାଉ ଥାଉ ପ୍ରାୟଶ୍ଚିତ କର
ଯୋଡି ଦେଇ ଭଙ୍ଗା ଘର
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©
ଖଚ ମିଛ କହି ସହଜରେ ଏଠି
କାର୍ଯ୍ୟ ସିନା କରି ହେବ
ଯେତେ ଯାହା କଲେ ବିଶ୍ୱ ଦରବାରେ
ଖସି ଯିବା ଅସମ୍ଭବ
ସତର୍କ ହୁଅରେ କପଟୀ ଜନତା
ଖଳ ବୁଦ୍ଧି ତ୍ୟାଗ କର
ବେଳ ଥାଉ ଥାଉ ପ୍ରାୟଶ୍ଚିତ କର
ଯୋଡି ଦେଇ ଭଙ୍ଗା ଘର
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©