Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୟ  ଜଗନ୍ମାଥ
ଜୟ ଜଗନ୍ମାଥ
★★★★★

© Susil Pani

Inspirational

1 Minutes   6.6K    2


Content Ranking

ଭାବକୁ ନିକଟ ଅଭାବକୁ ଦୂର ।

ତୁମେ ମହାପ୍ରଭୂ ଜଗତ ଠାକୁର ।।

ଭାବଥିଲେ ସିନା ଭକତି ଆସଇ ।

ଅଭାବରେ ତୁମେ କାହୁଁ ମିଳିବଇ ।।

ଅସାର ସଂସାରେ ତୁମେ ଏକା ସାର ।

ଆହେ ଜଗବନ୍ଧୁ ଭକତ ବଞ୍ଛଳ ।।

ଦିନବନ୍ଧୁ ଦଇତାରି ନାମ ବହି ।

ରକ୍ଷା କରିଅଛ କେତେ ଭକ୍ତ ତହିଁ ।।

ବୃଦ୍ଧ ଅଜାମ୍ବିଳ ମରଣ କାଳେ ଡାକିଲା ।

ତାକୁ ସ୍ଥାନ ଦେଲ ବୈକୁଣ୍ଠରେ ଭଲା ।।

ଜାରା ଶବର ଯେ ତୁମେ ଶର ବିଧ କଲା ।

ପିତା ବଦ୍ଧ ପ୍ରତିଶୋଧ ବାଳିର ସେ ନେଲା ।।

ତ୍ରେତୟାରେ ଦେଇଥିବା ବଚନ

ଦ୍ଵାପରରେ ହେଲା ପୂ୍ର୍ଣ୍ଣ ।

ତୁମେ ସେହି ଜଗନ୍ମାଥ ଜଗତ ଜୀବନ।।

@ ସୁସିଲ୍ ପାଣି ,ପୁରୀ ।

ମହାପ୍ରଭୂ ଜାରା ଜଗତ

Rate the content


Originality
Flow
Language
Cover design

Comments

Post


Some text some message..