Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

2  

Susil Pani

Inspirational

ଜୟ ଜଗନ୍ମାଥ

ଜୟ ଜଗନ୍ମାଥ

1 min
6.7K


ଭାବକୁ ନିକଟ ଅଭାବକୁ ଦୂର ।

ତୁମେ ମହାପ୍ରଭୂ ଜଗତ ଠାକୁର ।।

ଭାବଥିଲେ ସିନା ଭକତି ଆସଇ ।

ଅଭାବରେ ତୁମେ କାହୁଁ ମିଳିବଇ ।।

ଅସାର ସଂସାରେ ତୁମେ ଏକା ସାର ।

ଆହେ ଜଗବନ୍ଧୁ ଭକତ ବଞ୍ଛଳ ।।

ଦିନବନ୍ଧୁ ଦଇତାରି ନାମ ବହି ।

ରକ୍ଷା କରିଅଛ କେତେ ଭକ୍ତ ତହିଁ ।।

ବୃଦ୍ଧ ଅଜାମ୍ବିଳ ମରଣ କାଳେ ଡାକିଲା ।

ତାକୁ ସ୍ଥାନ ଦେଲ ବୈକୁଣ୍ଠରେ ଭଲା ।।

ଜାରା ଶବର ଯେ ତୁମେ ଶର ବିଧ କଲା ।

ପିତା ବଦ୍ଧ ପ୍ରତିଶୋଧ ବାଳିର ସେ ନେଲା ।।

ତ୍ରେତୟାରେ ଦେଇଥିବା ବଚନ

ଦ୍ଵାପରରେ ହେଲା ପୂ୍ର୍ଣ୍ଣ ।

ତୁମେ ସେହି ଜଗନ୍ମାଥ ଜଗତ ଜୀବନ।।

@ ସୁସିଲ୍ ପାଣି ,ପୁରୀ ।


Rate this content
Log in

Similar oriya poem from Inspirational