Audio

Forum

Read

Contests

Language


Write

Sign in
Wohoo!,
Dear user,
ଝିଅ
ଝିଅ
★★★★★

© Prabir Kamila

Inspirational

1 Minutes   6.5K    1


Content Ranking

ଝିଅ
ଝିଅ ଲୋ,
ତୋର ପହିଲି ସ୍ପର୍ଶ
ଏ ଦୁନିଆର କୋଉ ଡ଼ଷ୍ଟବିନରେ,
ମୃତା କନ୍ୟାଭୃଣଟିଏ ହେଇ ନୁହେଁ ଲୋ,
ତୋ ସ୍ଥାନ ତ ମମତାର ମଖମଲ ଗଦିରେ
ଚିର ସଂରକ୍ଷିତ ଓ ସୁଶୋଭିତ|
ତୋ ଆଖିରେ ଲୁହ ନୁହେଁ
ବରଂ ଅଜସ୍ର ସମ୍ଭାବନାର ସୁଅ,
କିନ୍ତୁ, ହାଏ କେଜାଣି କୋଉ ପାଷଣ୍ଡ
ଏଯାଏ ବୁଝି ପାରୁନି ତୋତେ
ତୁ ପରା ଚିର ବନ୍ଦନୀୟା,
ଏକ ମାତୃତ୍ଵର ମୋହ !

ପ୍ରବୀର କୁମାର କମିଳା
ଚ଼ାନ୍ଦମାରୀ ପଡ଼ିଆ,ସହଦେବଖୁଣ୍ଟା,ବାଲେଶ୍ବର
27.7.2107

ତୋ ଆଖିରେ ଲୁହ ନୁହେଁ ବରଂ ଅଜସ୍ର ସମ୍ଭାବନାର ସୁଅ

Rate the content


Originality
Flow
Language
Cover design

Comments

Post


Some text some message..