Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabir Kamila

Inspirational

2  

Prabir Kamila

Inspirational

ଝିଅ

ଝିଅ

1 min
6.6K


ଝିଅ
ଝିଅ ଲୋ,
ତୋର ପହିଲି ସ୍ପର୍ଶ
ଏ ଦୁନିଆର କୋଉ ଡ଼ଷ୍ଟବିନରେ,
ମୃତା କନ୍ୟାଭୃଣଟିଏ ହେଇ ନୁହେଁ ଲୋ,
ତୋ ସ୍ଥାନ ତ ମମତାର ମଖମଲ ଗଦିରେ
ଚିର ସଂରକ୍ଷିତ ଓ ସୁଶୋଭିତ|
ତୋ ଆଖିରେ ଲୁହ ନୁହେଁ
ବରଂ ଅଜସ୍ର ସମ୍ଭାବନାର ସୁଅ,
କିନ୍ତୁ, ହାଏ କେଜାଣି କୋଉ ପାଷଣ୍ଡ
ଏଯାଏ ବୁଝି ପାରୁନି ତୋତେ
ତୁ ପରା ଚିର ବନ୍ଦନୀୟା,
ଏକ ମାତୃତ୍ଵର ମୋହ !

ପ୍ରବୀର କୁମାର କମିଳା
ଚ଼ାନ୍ଦମାରୀ ପଡ଼ିଆ,ସହଦେବଖୁଣ୍ଟା,ବାଲେଶ୍ବର
27.7.2107


Rate this content
Log in

Similar oriya poem from Inspirational