Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Inspirational

5.0  

Ranjita Das

Inspirational

ମୋ ସ୍ବପ୍ନର ଭାରତ

ମୋ ସ୍ବପ୍ନର ଭାରତ

1 min
1.2K


ମୋ ସ୍ବପ୍ନର ଭାରତରେ ଛୁଆଁ, ଅଛୁଆଁ 

ଛୋଟ ଜାତି ଓ ବଡ ଜାତିର ଭେଦ ଭାବ ଆଦି ନଥିବ ।

ମୋ ସ୍ୱପ୍ନର ଭାରତରେ ହୁଏ ତ ସଭିଏଁ ଅମ୍ବାନୀ 

ହୋଇନଥିବେ କିନ୍ତୁ ସମସ୍ତଙ୍କର ମୌଳିକ ଆଵଶ୍ୟକତା 

ପୂରଣ ହୋଇପାରୁଥିବ ।

ମୋ ସ୍ୱପ୍ନର ଭାରତରେ ନିର୍ଭୟା, ଆସିଫା ଆଉ 

ବେବିନାଙ୍କ ନା' ପଲ୍ଲୀରୁ ଦିଲ୍ଲୀ ଆଉ ଦିଲ୍ଲୀରୁ ଆମେରିକା 

ଯାଏ କମ୍ପି ଉଠୁନଥିବ ।

ମୋ ସ୍ୱପ୍ନର ଭାରତରେ ଶିଶୁ ଶ୍ରମିକ, ନାରୀ ନିର୍ଯାତନା, 

ମଣିଷ ଅତ୍ୟାଚାର ଆଦିର ବଂଶ ନିପାତ ହୋଇଯିବ ।

ମୋ ସ୍ୱପ୍ନର ଭାରତ ବିଶ୍ୱ ଦରବାରରେ ନାଁ କରି ପୁଣି ଘୃଣାର 

ପାତ୍ର ହେଉନଥିବ ।

ମୋ ସ୍ୱପ୍ନର ଭାରତ ଯେଉଁଠି ଶାନ୍ତି, ମୈତ୍ରୀ ଓ ସମ୍ଭାବନା ଥିଵ ।

ମୋ ସ୍ୱପ୍ନର ଭାରତ କେବଳ ସ୍ୱପ୍ନରେ ନ ରହି କି ସୁନାର 

ଝାଳ ଦିଆ ଭାରତ ରୂପେ ନ ରହି ଅସଲି ସୁନାର ଭାରତରେ

ପରିଣତ ହୋଇଯିବ ।


Rate this content
Log in

Similar oriya poem from Inspirational