Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Inspirational

3  

K. Nirmal

Inspirational

ଗୋଟିଏ ଗଛର ମୂଲ୍ୟ

ଗୋଟିଏ ଗଛର ମୂଲ୍ୟ

1 min
4.7K



ଗୋଟିଏ ଗଛର ମୂଲ୍ୟ ଯେ ଅନେକ

ଜାଣିବାକୁ ବାକିଅଛି,

ଆଜିର ମଣିଷ କିଛି ବୁଝେ ନାହିଁ

ଭୁଲିଯାଏ ସବୁକିଛି ।


ପୃଥିବୀ ଟା ଆଜି କଂକ୍ରିଟ୍ ଜଙ୍ଗଲ

ନାହିଁ ଆଉ ଗଛ ବୃଛ ।

ଭବିଷ୍ୟତ ପିଢିବିକଳେ ମରିବେ

ପାଣିବିନା ଯେହ୍ନେ ମାଛ ।



ବେଳ ଥାଉ ଥାଉ ଚିନ୍ତାକର ତୁମେ

ଭବିଷ୍ୟ ଅନ୍ଧାର ଘୋର ।

ଜନ ଶୂନ୍ୟ ଦିନେ ହେବେ ଏ ଧରିତ୍ରୀ

ନଥିବେ ନାରୀ କି ନର ।


ବେଳଥାଉ ବନ୍ଧ ବାନ୍ଧ ହେ ବାନ୍ଧବେ

ନୋହିଲେ ହେବ ପ୍ରଳୟ ।

ନିଶ୍ଚେ ଦିନେ ଶସ୍ୟ ଶ୍ୟାମଳା ପୃଥିବୀ

ହୋଇବ ଅଗ୍ନି ବଳୟ ।


Rate this content
Log in

Similar oriya poem from Inspirational