Audio

Forum

Read

Contests

Language


Write

Sign in
Wohoo!,
Dear user,
କପଟୀ
କପଟୀ
★★★★★

© Chittaranjan Lenka

Inspirational

1 Minutes   6.4K    6


Content Ranking

ଯେତେବି କପଟ ଶିକ୍ଷା କରିଅଛ

ସବୁକୁ ପ୍ରୟୋଗ କର

ହେଲେ ମନେରଖ ଶେଷରେ ପତନ

ହୋଇବ ନିଶ୍ଚେ ତୁମର

ମହାଭାରତର ଶକୁନି କଥାକୁ

ଭଲ ଭାବେ ଚିନ୍ତା କର

ଶ୍ରେଷ୍ଠ କପଟୀର ଶେଷ ଦୃଶ୍ୟ ସତେ

ନ ଥିଲା କି କଦାକାର?

ଚିତ୍ତରଞ୍ଜନ ଲେଙ୍କା,କଟକ

କପଟ ଶିକ୍ଷା ଶକୁନି

Rate the content


Originality
Flow
Language
Cover design

Comments

Post


Some text some message..