କପଟୀ
କପଟୀ
ଯେତେବି କପଟ ଶିକ୍ଷା କରିଅଛ
ସବୁକୁ ପ୍ରୟୋଗ କର
ହେଲେ ମନେରଖ ଶେଷରେ ପତନ
ହୋଇବ ନିଶ୍ଚେ ତୁମର
ମହାଭାରତର ଶକୁନି କଥାକୁ
ଭଲ ଭାବେ ଚିନ୍ତା କର
ଶ୍ରେଷ୍ଠ କପଟୀର ଶେଷ ଦୃଶ୍ୟ ସତେ
ନ ଥିଲା କି କଦାକାର?
ଚିତ୍ତରଞ୍ଜନ ଲେଙ୍କା,କଟକ
ଯେତେବି କପଟ ଶିକ୍ଷା କରିଅଛ
ସବୁକୁ ପ୍ରୟୋଗ କର
ହେଲେ ମନେରଖ ଶେଷରେ ପତନ
ହୋଇବ ନିଶ୍ଚେ ତୁମର
ମହାଭାରତର ଶକୁନି କଥାକୁ
ଭଲ ଭାବେ ଚିନ୍ତା କର
ଶ୍ରେଷ୍ଠ କପଟୀର ଶେଷ ଦୃଶ୍ୟ ସତେ
ନ ଥିଲା କି କଦାକାର?
ଚିତ୍ତରଞ୍ଜନ ଲେଙ୍କା,କଟକ