STORYMIRROR

Pragyan Padminee

Inspirational

2  

Pragyan Padminee

Inspirational

ପରିଚୟ

ପରିଚୟ

1 min
318

ସମସ୍ତଙ୍କୁ ନିଜର କରି, ସମସ୍ତଙ୍କ ଖୁସିରେ ଖୁସି ହେଇ ନିଜର ପରିଚୟ ହଜେଇ ଦେଇଥିଲି ଏକ ଅଭୁଲା ରାସ୍ତାରେ ନା ନିଜକୁ ପାଉଥିଲି ନା ନିଜ ପରିଚୟ । ଯେବେ ନିଜର ପରିଚୟ ଖୋଜିବାକୁ ଚେଷ୍ଟା କରିଥିଲି ପାଉନଥିଲି ମୋ ନିକଟତର ଲୋକମାନଙ୍କୁ କାରଣ ମୁଁ ଥିଲି ମୋ ନିଜ ପରିଚୟ ଅନୁସନ୍ଧାନରେ ଆଉ ସେମାନେ ଥିଲେ ମୋ ଅନୁସନ୍ଧାନର ସନ୍ଧିବିଛେଦରେ। ଖୁସି ତ ସେମାନେ ଥିଲେ କାରଣ ଭାବୁଥିଲେ ମୋ ଚଲାପଥ କଣ୍ଟକିତ!!


ହଁ ଅଜଣା ରାସ୍ତାକୁ ନିଜର କରିବା ବହୁତ କଷ୍ଟମୟ ହେଲେ ସେ ଅଜଣା ରାସ୍ତାରେ ଯାଇ ଯଦି ମୁଁ ମୋର ନିଜସ୍ଵ ପରିଚୟ ସୃଷ୍ଟି କରି ପାରିବି ତାହେଲେ ସେ ଚଲାପଥ ମୋ ପାଇଁ କଣ୍ଟକିତ ନୁହଁ କୁସୁମିତ ହେଇଯିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Pragyan Padminee

ପରିଚୟ

ପରିଚୟ

1 min ପଢ଼ନ୍ତୁ

Similar oriya story from Inspirational