STORYMIRROR

Sonli Muduli

Inspirational Others Children

2  

Sonli Muduli

Inspirational Others Children

ମହାଭାରତ

ମହାଭାରତ

1 min
165

ଧର୍ମ ରାଜା ଯୁଧିଷ୍ଠିର ଏବଂ ଶ୍ରୀକୃଷ୍ଣ ପାଞ୍ଚ ପାଣ୍ଡବ କୁ ନେଇ ଅଶ୍ୱମେଧ ଯଜ୍ଞ ଆରମ୍ଭ କଲେ I ଏହି ସମୟରେ ଦ୍ଵାରକାକୁ ଡାକରା ଆସିଲା ଭଗବାନ ଶ୍ରୀକୃଷ୍ଣ ଙ୍କ ପାଖକୁ I ଏହି ସମୟରେ ଭଗବାନ ଗରୁଡ କୁ ନେଇ ହସ୍ତିନାପୁରରେ ପହଞ୍ଚିଲେ I ପହଞ୍ଚିବା ପରେ ପାଣ୍ଡବ ପାଞ୍ଚ ଭାଇ ମା କୁନ୍ତି ଓ ଦୌପତି କାଦୁଛନ୍ତି I କିଛି ସମୟ ପରେ ଭଗବାନ ଗରୁଡ କୁ ନେଇ ହସ୍ତିନାପୁରରେ ପହଞ୍ଚିଲେ I ଦେଖି କହିଲେ କି ତୁମେମାନେ କାନ୍ଦୁଛ କାହିଁକୁ I କହିଲେ କାନ୍ଦୁଛ କାହିଁକି ମା କୁନ୍ତି କୁ ପଚାରିଲେ I ମା କୁନ୍ତି କହିଲେ ବାସୁଦେବ I ଆପଣ ଦୁଯଧନ କୁ ଭଣ୍ଡାର ଘର ଚାବି ତାକୁ ଦେଲ ବୋଲି ଆମ ମନ ଦୁଃଖ I ସେ ଅଶ୍ୱମେଧ ଯଜ୍ଞ କରାଇ ଦେବନି ତେଣୁ ଆମେ ଦୁଖ ରେ ଅଛୁ I ଭଗବାନ ଶ୍ରୀକୃଷ୍ଣ ହସି କହିଲେ ସେ ଯେତେ ନଷ୍ଟ କରିବ ତାର 3ଗୁଣ ଆପଣଙ୍କ ହେବ I ଏହା ସୁଣି ସାତ ଜଣ ଖୁସି ହେଲେ ଯଜ୍ଞ ସେସ ହେଲାପରେ ଭଗବାନ ଶ୍ରୀକୃଷ୍ଣ ଗରୁଡ କୁ ନେଇ ହସ୍ତିନାପୁରରୁ ବାହାରିଲେ ଦ୍ବାରିକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Sonli Muduli

Similar oriya story from Inspirational